September 20, 2024

Odia Express

Leading Odia News Portal of Odisha

ବାସ୍ତୁ ଟିପ୍ସ : ଭୁଲରେ ବି ଘରର ଏହି କୋଣରେ ଶୁଅନ୍ତୁ ନାହିଁ , ନଚେତ ଜୀବନରେ ଆସିଥାଏ ଦାରିଦ୍ରତା , ଖର୍ଚ୍ଚ ହୋଇଯାଏ ସବୁ ପଇସା..

ବାସ୍ତୁ ଏପରି ଏକ ଜିନିଷ ଅଟେ ଯାହା ସମସ୍ତ ହିନ୍ଦୁ ନିଜ ଜୀବନରେ କରିଥାନ୍ତି , ଖାସ କର୍ ଯେବେ ଘରେ ତିଆରି କରାଯାଏ ତେବେ ବାସ୍ତୁର କିଛି ନିୟମକୁ ପାଳନ କରାଯାଏ , କିନ୍ତୁ ବାସ୍ତୁରେ ସେହି ନିୟମ କେବଳର ଘର ଓ ରଖିଥିବା ଜିନିଷ ପର୍ଯ୍ୟନ୍ତ ସିମିତ ରହିନଥାଏ , ଆପଣଙ୍କ ଦୈନଦିନ ଜୀବନରେ ଏହି କାମ ଅଧିକାଂଶ ଜିନିଷ ବାସ୍ତୁରେ ଲାଗୁ ହୋଇଥାଏ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବାର କିଛି ନିୟମ ବିଷୟରେ କହିବାକୁ ଯାଉଛୁ , ଘର ହେଉ କିମ୍ବା ଅଫିସ୍ , ଖାଈବା ହେଉ କିମ୍ବା ଶୋଇବା ବାସ୍ତୁ ଶାସ୍ତ୍ରରେ ତାହାର ନିୟମ ଅଛି, ଏହି ନିୟମକୁ ବ୍ୟକ୍ତି ତା ଜୀବନରେ ସୁଧାର ଆଣିଲେ ଓ ନ ପାଳନ କରିଲେ ଏହା ଜୀବନ ବିଗାଡି ବି ପାରିପାରେ , ବାସ୍ତୁ ଶାସ୍ତ୍ରର ବିଶେଷଜ୍ଞଙ୍କ ଅନୁସାରେ ଶୋଇବାର ଏକ ତରିକା ହୋଇଥାଏ ।

 

ନିଦ ଏପରି ଏକ ଜିନିଷ ହୋଇଥାଏ ଯାହା ମଣିଷଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । ଯେବେ ଆମେ କିଛି ଘଣ୍ଟା ଶୋଇପଡନ୍ତି ତେବେ ଆମ ଶରୀରରେ ସବୁ ଥକାପଣ ଦୁରେଇ ଯାଇଥାଏ , ଓ ପୁରା ବଡି ରିଲାକ୍ସ ହୋଇଯାଏ । ତାପରେ ଆମ ମଧ୍ୟରେ କିଛି କାମ କରିବାକୁ ମନ ହୋଇଥାଏ , କିନ୍ତୁ ଏହା ମଝିରେ ଏତେ ଅଧିକା ହୋଇଯାଏ କି ବ୍ୟକ୍ତି ଯେଉଁଠି ପାରିଲେ ସେଇଠି ଶୋଇପଡେ , ଆପଣ ମନେକର ଟିଭି ଦେଖୁଛନ୍ତି ଆପଣଙ୍କ ଆଖି ଲାଗିଗଲେ , ତେବେ ଆପଣ ଶୋଫାରେ ଶୋଇପଡନ୍ତି , କିଛି ଲୋକ ରାତିର ସହ ଦିନରେ ବି ଶୋଇବା ପସନ୍ଦ କରନ୍ତି ,

 

କିନ୍ତୁ କଣ ଆପଣଙ୍କୁ ଜଣାଅଛି ଭୁଲ୍ ଜାଗାରେ ଶୋଇଲେ ଆପଣଙ୍କୁ ବହୁତଥର ଏହା ବହୁତ ପ୍ରଭାବ ପକାଇପାରେ , ବାସ୍ତୁର ଅନୁସାରେ ଯେଉଁ ବ୍ୟକ୍ତି ଘରର ଭୁଲ୍ ଦିଗରେ ଶୋଇପଡେ ତେବେ ତାକୁ ଦାରିଦ୍ରତା ହାତ ଲାଗିଥାଏ , କିନ୍ତୁ ଘରେ ଅଧିକା ଲଢେଇ ଝଗଡା ହୋଇଥାଏ । ଏଥିପାଇଁ ବାସ୍ତୁକୁ ସଠିକ୍ ଦିଗରେ ଶୋଇବା ଜରୁରୀ । ଖାଲି ଏହି କାରଣରୁ ଆଜି ଆମେ ଆପଣଙ୍କୁ ଶୋଇବାର କିଛି ବାସ୍ତୁ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଶୋଇବା ଶୈଳୀକୁ ପରିବର୍ତ୍ତନ କରିବ ।

 

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ ଶୋଇବାକୁ ବାରଣ କରାଯାଇଛି, ଏହା ସେହି ଦିଗ ଅଟେ ଯେଉଁଠି ଘରର ଅଧିକା ନକରାତ୍ମକ ଉର୍ଜା ଆସିଥାଏ । ଏଥିପାଇଁ ଯେବେ ବି ଏହି ଦିଗରେ ଶୋଇଥାନ୍ତି ତେବେ ଆପଣଙ୍କ ମଧ୍ୟରେ ନେଗେଟିଭ୍ ଉର୍ଜା ଅଧିକା ପ୍ରଭାବିତ ହୋଇଥାଏ । ଏହାପରେ ଘରେ ଲଢେଇ ଝଗଡା ହୋଇଥାଏ , ଓ ଆପଣଙ୍କ କାମରେ ମନ ଲାଗେ ନାହିଁ , ତାହା ସହ ଦାରିଦ୍ରତା ଆସିଥାଏ , ଏହି ଦିଗରେ ଶୋଇବା ଦ୍ୱାରା ଆପଣଙ୍କ ଘରର ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ ।

 

ବାସ୍ତୁ ଶାସ୍ତ୍ରରୁ ମାନିଲେ ପୂର୍ବ ଓ ଉତ୍ତର ଦିଗରେ ଶୋଇଲେ ଅଧିକା ଶୁଭ ବୋଲି ମାନିଥାନ୍ତି , ଏହି ଦିଗରେ ସବୁଠାରୁ ଅଧିକ ପଜେଟିଭ୍ ଏନର୍ଜି ଆସିଥାଏ , ଯେବେ ଆପଣ ଏହି ଦିଗରେ ଶୋଇଥାନ୍ତି ତେବେ ଆପଣଙ୍କ ମନ ବି ପଜେଟିଭ୍ ରହିଥାଏ , ଏହା ଦ୍ୱାରା ଘରେ ଲଢେଇ ଝଗଡା କମ୍ ହୋଇଥାଏ , ଓ କାମ ପ୍ରତି ଆପଣଙ୍କ ମନ ଅଧିକା ରୁହେ , ଯାହା ଦ୍ୱାରା କାମ ପ୍ରତି ଅଧିକା ଫୋକସ୍ ରହିଥାଏ , ଏଥିପାଇଁ ଆପଣ ଘରର ଏହି ଦିଗରେ ଶୋଇବା ଜରୁରୀ ।

Leave a Reply

Your email address will not be published. Required fields are marked *