October 18, 2024

Odia Express

Leading Odia News Portal of Odisha

ବୋରୋଲିନ୍ କୁ ଏମିତି ବ୍ୟବହାର କରିବେ ତ ସୁନ୍ଦରତା ଆପଣଙ୍କ ପାଦ ଛୁଇଁବ – ଏବେ ହିଁ ଜାଣିରଖନ୍ତୁ..

ଆମେ ସମସ୍ତଙ୍କ ଘରେ ଆଣ୍ଟିସେପ୍ଟିକ୍ କ୍ରିମ୍ ବୋରୋଲିନ୍ ନିଶ୍ଚିତ ଥାଏ । ସାଧାରଣ ଏହି କ୍ରିମ୍ ଉପଯୋଗ ଆମ ଶରୀରର କେଉଁ ଜାଗାରେ ଆଘାତ କିମ୍ବା ଖଣ୍ତିଆ ହେଲେ ଲଗାଇଥାଉ । ଏହାକୁ ବ୍ୟବହାର କରିଲେ ଖଣ୍ତିଆ ଓ ଦାଗ ଜଲଦି ଶେଷ ହୋଇଯାଇଥାଏ । କିନ୍ତୁ ଆପଣ ଜାଣିକରି ଆଶ୍ଚର୍ଯ୍ୟ ବୋରୋଲିନ୍ ବହୁତ ଏମିତି ଗୁଣ ଉପସ୍ଥିତି ରହିଥାଏ । ଯାହା ଆପଣ ଖଣ୍ତିଆ ଠିକ୍ କରିବା ଛଡା ଆପଣଙ୍କୁ ସୁନ୍ଦର ବନାଇଥାଏ , ଆଜି ଆମେ ବୋରୋଲିନ୍ ସହ ଯୋଡି ହୋଇଥିବା କିଛି କଥା ଆପଣଙ୍କ ସହ ସେୟାର୍ କରିବାକୁ ଯାଉଛୁ ।

 

ବୋରୋଲିନ୍ ବ୍ୟୁଟି ଟିପ୍ସ :

୧) ରୁକ୍ଷତା ସ୍କ୍ରିନ୍ ଉପରେ : ବହୁତ ଲୋକ ସ୍କ୍ରିନ୍ ଉପରେ ବହୁତ ରୁକ୍ଷତା ଓ ଡ୍ରାଇ ଦେଖିବାକୁ ମିଳିଥାଏ । ଏମିତିରେ ତାକୁ କୋମଳ କରିବା ପାଇଁ ଆପଣ ବୋରୋଲିନ୍ ବ୍ୟବହାର କରିପାରିବେ । ଏହା ବ୍ୟବହାର କରିବା ବହୁତ ସହଜ ଅଟେ , ଆପଣଙ୍କୁ କିଛି ପରିମାଣର ବୋରୋଲିନ୍ କ୍ରିମ୍ ହାତ ପାପୁଲିରେ ନେବାର ଅଛି , ଓ ଏହାକୁ ନିଜ ସ୍କ୍ରିନ୍ ଡ୍ରାଇ ପ୍ୟାଚ୍ ରେ ଲଗାଇଦେବାର ଅଛି, ଯାହା ଦ୍ୱାରା ଆପଣଙ୍କ ରୁକ୍ଷ ତ୍ୱଚାକୁ ସୁନ୍ଦର କରିଦେବ , ଆପଣ ଚାହିଁଲେ ବୋରୋଲିନ୍ ନଡିଆ ତେଲ କିମ୍ବା ଅଲିଭ୍ ଅୟେଲ୍ ବ୍ୟବହାର କରିପାରିବେ ।

 

୨) ନଖର ସୁନ୍ଦରତା ବଢାଇବା ପାଇଁ : ବହୁତଥର ନଖକୁ ଆକର୍ଷଣ ଦେଖାଇବପାଇଁ ତାକୁ କାଟିବାକୁ ପଡିଥାଏ , ଏଥିପାଇଁ ଆପଣ ବୋରୋଲିନ୍ ଲଗାଇ ତାକୁ ଅଧ ଘଣ୍ଟା ଛାଡିଦିଅନ୍ତୁ , ଆପଣ ଦେଖିବେ ନଖକୁ କାଟିଲେ ଆପଣଙ୍କୁ ଆଉ ଅଧିକା ଶକ୍ତ ଲାଗିବ ନାହିଁ ତାହା ନରମ ହୋଇଯାଇଥିବ , ଆପଣ ଚାହିଁଲେ ଏହାକୁ ନିଜ ମନ ମୁତାବିକ ସେପ୍ ରେ କାଟିପାରିବେ ।

୩) କଳା ଦାଗ : ନିଜ ଆଖିତଳ ପତା କଳା ଦାଗ ଆସୁଥିଲେ ତାହା ପାଇଁ ବୋରୋଲିନ୍ ବହୁତ କାମ କରିଥାଏ , ଅଧିକାଂଶ ସମୟ ମୋବାଇଲ୍ ,ଲ୍ୟାପଟପ୍ ଚଲାଇଲେ ଆଖି ତଳ ଡାର୍କ ସର୍କଲ ଆସିଯାଏ ,ଏହାକୁ ଦୁର କରିବାକୁ ହେଲେ ଆପଣ ବୋରୋଲିନ୍ କୁ ନିଜ ଆଖି ପତା ତଳରେ ଲଗାଇଦିଅନ୍ତୁ , ଓ ଟିକିଏ ନେଇ ମସାଜ୍ କରିଦିଅନ୍ତୁ , ଓ ଏହାକୁ ରାତିରେ ଶୋଇବା ପୁର୍ବରୁ ଲଗାନ୍ତୁ । ଏମିତି କଲେ କିଛି ଦିନରେ ଡାର୍କ ସର୍କଲ୍ ରୁ ମୁକ୍ତି ମିଳିବ , ଆପଣ ଚାହିଁଲେ ଭିଟାମିନ୍ ଇ କ୍ୟାପସୁଲ୍ ମିଶାଈପାରିବେ , ଏହା ଦ୍ୱାରା କଳା ଦାଗ ଦୂର ହୋଇଯିବ ।

 

୪) ଓଠ ଫାଟିଲେ : ଯଦି ଆପଣଙ୍କ ଓଠ ଫାଟୁଛି ତେବେ ବୋରୋଲିନ୍ ସହାୟତାରେ ଏହା ଠିକ୍ କରିପାରିବେ , ଏହାକୁ ଆପଣ ରାତିରେ ଶୋଇଲା ସମୟରେ ଲଗାନ୍ତୁ , ଏହା ଦ୍ୱାରା ଆପଣଙ୍କୁ ଆରାମ ମିଳିବ ।

୫) ଚେହେରାକୁ କୋମଳ କରିବା ପାଇଁ : ଯଦି ଆପଣ ନିଜ ସ୍କ୍ରିନ୍ କୁ ନରମ କରିବାକୁ ଚାହଁନ୍ତି ତେବେ ରାତିରେ ଶୋଇବା ପୂର୍ବରୁ ବୋରୋଲିନ୍ ଚେହେରାରେ ୩ ମିନିଟ୍ ପାଇଁ ମସାଜ୍ କରନ୍ତୁ , ଏହାପରେ ଗୁଣଗୁଣା ପାଣିରେ ଚେହେରାକୁ ଧୋଇଦିଅନ୍ତୁ , ଏମିତି ସପ୍ତାହେ କଲେ ତିନି ଥର ସପ୍ତାହରେ କଲେ ତ୍ୱଚା କୋମଳ ହୋଇଯିବ ।

 

୬)ଯଦି ଆପଣଙ୍କ ପାଦ ତଳ ଫାଟୁଛି ତେବେ ଅଳ୍ପ ନଖ ଉଷୁମ ପାଣିରେ ୨୦ ମିନିଟ୍ ପର୍ଯ୍ୟନ୍ତ ପାଦ ରଖନ୍ତୁ , ଓ ଏହାକୁ ସୁଖାଇକରି ବୋରୋଲିନ୍ ଲଗାନ୍ତୁ , ଓ ଗୋଡରେ ମୌଜା ପିନ୍ଧିକି ଯାଆନ୍ତୁ , ଏହା ଦ୍ୱାରା ଆପଣଙ୍କ ପାଦ ଫାଟିବା ଦୂର ହୋଇଯିବ ।

୭) ମେକ୍ ଅପ୍ ହଟାନ୍ତୁ : ବୋରୋଲିନ୍ ସହାୟତାରେ ଆପଣଙ୍କ ୱାଟର୍ ପ୍ରୁଫ୍ ମେକ୍ ଅପ୍ ହଟାଇ ପାରିବେ , ମସ୍କରା ବି ହଟିଯିବ ।

Leave a Reply

Your email address will not be published. Required fields are marked *