October 18, 2024

Odia Express

Leading Odia News Portal of Odisha

ଆପଣଙ୍କ ମୁଣ୍ଡର ସବୁ ଧଳା ବାଳକୁ ସବୁଦିନ ପାଇଁ କଳା କରିଦେବ ଏହି ଘରୋଇ ଉପାୟ , ଆଜି ହିଁ ଜାଣିନିଅନ୍ତୁ ଓ ବ୍ୟବହାର କରନ୍ତୁ..

ଆଜି କାଲି ସମୟରେ ବାଳ ପାଚିଯିବା ଏକ ସାଧରଣ ସମସ୍ୟା ହୋଇସାରିଛି , ସମୟ ପୁର୍ବରୁ ଧଳା ବାଳ ହୋଇଯିବା ନିଜ ବୟସରୁ ଅଧିକା ବୟସ ଦେଖାଯିବା ଏକ ଚିନ୍ତାର ବିଷୟ ପାଲଟିଯାଏ , ବାଳ ଧଳା ହୋଇଯିବା ଛଡା ଗଞ୍ଜାପଣ ଏକ ଗଭୀର ସମସ୍ୟା ହୋଇସାରିଛି , ଧଳା ବାଳ ହେବା କିମ୍ବା ଝଡିବାର ବହୁତ କାରଣ ହୋଇପାରେ , ଏଥିରେ ଆପଣଙ୍କ ଭୁଲ୍ ଖାଦ୍ୟ ପେୟ ଓ ନିଶା ସେବନ କରିବା ଫାଷ୍ଟ ଫୁଡ୍ ମସାଲା ବାଲା ଖାଈବା , ପୋଷକ ତତ୍ତ୍ୱର ଅଭାବ , ଓ ବଜାରରୁ କେମିକାଲ୍ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରିବା ଇତ୍ୟାଦି ସାମିଲ୍ ହୋଇଥାଏ , ଯଦି ଆପଣ ବାଳ ଝଡିବାକୁ ରୋକିବାକୁ ଚାହୂଁଛନ୍ତି ତେବେ ଏକ ଘରୋଇ ଉପାୟ ଅଛି ତାହାକୁ କଲେ ଅପଣଙ୍କ ଧଳା ବାଳ କଳା ହୋଇଯିବ , ଓ ଏହା ଦ୍ୱାରା ବାଳ ଝଡା ବି ରୋକାଯାଇପାରିବ ,

 

ଆଜି ଏହି ପ୍ରକିୟାରେ ଆମେ ଏକ ଖାସ୍ ତେଲର ବ୍ୟବହାର କରିବୁ , ଏହି ତେଲକୁ ବନାଇବାପାଇଁ ଆମେ ଅଁଳାର ଉପଯୋଗ କରିବେ , ଆପଣମାନେ ବହୁତ ଲୋକ ବଜାରରୁ ଅଁଳା ତେଲ ଆଣିଥିବେ କିନ୍ତୁ ତାହାର ଶୁଦ୍ଧତା ନଥାଏ । ସେଥିରେ ବହୁତ ଅପମିଶ୍ରଣ ହୋଇଥାଏ । ଯାହାର କାରଣରୁ ଆପଣଙ୍କ ବାଳକୁ ଫାଇଦା ପହଞ୍ଚିନଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଘରେ ବସି ଏକ ଶୁଦ୍ଧ ତେଲ ବନାଇବାକୁ କହିବୁ । ଏହି ତେଲକୁ ବନାଇବାକୁ ହେଲେ ଅଁଳାକୁ ଛୋଟ ଛୋଟ ଖଣ୍ତ କରିନିଅନ୍ତୁ , ଅଁଳାର ଅତିରିକ୍ତ ଆପଣ ଏହାଉ ବନାଇବାକୁ ହେଲେ ବଜାରରୁ ଶୁଦ୍ଧ ନଡିଆ ତେଲ ବି ଆଣିପାରିବେ , ଏହି ଦୁଇ ସାମଗ୍ରୀକୁ ଏକ ଲୁହାର କଡେଇରେ ପକାନ୍ତୁ , ଆମେ ଏଥିପାଇଁ ଲୁହାର କଡେଇ କହୁଛୁ କାରଣ ଏଥିରେ ତେଲ ଜଳିବ ନାହିଁ , ଓ ଅଁଳାର ସବୁ ଗୁଣ ଆଈରନ୍ ସହ ମିକ୍ସ ହୋଇ ତେଲ ହୋଇଯିବ , ଚେଷ୍ଟା କରନ୍ତୁ , ଲୁହାର କଡେଇ ମୋଟା ହୋଇଥିବା ଦରକାର ଯାହା ଦ୍ୱାରା ଏହାର ତେଲ ବିଲକୁଲ୍ ଜଳିବ ନାହିଁ ।

 

ଏହି କଡେଇରେ ଅଁଳା ଖଣ୍ତ ପକାଇ ସାରିଲାପରେ ନଡିଆ ତେଲ ମିଶାଇ ଦିଅନ୍ତୁ , ଓ ଦୁହେଁଙ୍କୁ ପ୍ରାୟ ୨୫ ମିନିଟ୍ ଯାଏଁ ଗ୍ୟାସ୍ ଅନ୍ କରି ଛାଡିଦିଅନ୍ତୁ , ପାଞ୍ଚରୁ ସାତ ମିନିଟ୍ ପରେ ବାହାର କରିଦିଅନ୍ତୁ , ୨୫ ମିନିଟ୍ ପରେ ଦେଖିବେ ଏହାର ରଙ୍ଗ ବଦଳିଯାଇଥିବ , ଓ ତେଲର ରଙ୍ଗ ବଦଳିଯାଇଛି , ଏବେ ଗ୍ୟାସ୍ ବନ୍ଦ କରି ହଳଦିଆ ହେଇଯାଈଥିବ , ଯେବେ ଥଣ୍ତା ହୋଇଯିବ , ତେବେ ଏହାକୁ ଛଣାରେ ଛାଣିଦିଅନ୍ତୁ , ଏହି ପରି ଅଁଳାକୁ ଅଲଗା ହୋଈଯିବ , ଓ ଆପଣଙ୍କ ପାଖରେ ଅଁଳାର ଶୁଦ୍ଧ ତେଲ ବଞ୍ଚିଯିବ ।

 

ଏହି ତେଲକୁ ବୋତଲରେ ଭରିକରି ରାତିରେ ଶୋଇବା ପୂର୍ବରୁ ବାଳର ଜଡରେ ଲଗାନ୍ତୁ , ତାପରେ ସ୍ୟାମ୍ପୁରେ ଧୋଇ ଦିଅନ୍ତୁ , ଏମିତି ଗୋଟେ ଦିନ ଛାଡୀକରି କରନ୍ତୁ , ଦେଖିବେ ଧଳା ବାଳ ସବୁ ଗାୟବ ହୋଈଯିବ । ଓ କଳା ବାଳ ଉଠିବାକୁ ଲାଗିବ ।

 

 

Leave a Reply

Your email address will not be published. Required fields are marked *