October 18, 2024

Odia Express

Leading Odia News Portal of Odisha

୨୪ ମେ ୨୦୧୯ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ- ସାଇବାବା ଙ୍କ କୃପା ରହିବ ହିଁ ୫ଟି ରାଶି ଉପରେ

ମେଷ : ଆଜି ଯାତ୍ରାର ଆୟୋଜନ ନ କରିବାକୁ ଉପଦେଶ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତିତ ହୋଇପାରନ୍ତି। ସନ୍ତାନ ସମ୍ବନ୍ଧିତ ସମସ୍ୟା ଆସିପାରେ। ସ୍ଵାଭିମାନ ଭଙ୍ଗ ନ ହେଉ ଏହାର ଧ୍ୟାନ ରଖିବେ। ଅବଶ୍ୟ ବିତ୍ତୀୟ ଆୟୋଜନ ପାଇଁ ସମୟ ଭଲ ଅଛି। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ଭାଗ ନ ନେବା ଭଲ। ଶେୟାର-ସଟ୍ଟାର ପ୍ରଲୋଭନ କ୍ଷତି କରିବ।  ପାରିବାରିକ ସଦସ୍ୟମାନଙ୍କ ସହିତ ଘରେ ସୁଖ- ଶାନ୍ତିରେ ଦିନ କଟିବ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ଲାଭ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ। କାର୍ଯ୍ୟରେ ଯଶ ମିଳିବ। ମହିଳା ମିତ୍ରମାନଙ୍କ ସହିତ ସାକ୍ଷାତକରି ଆନନ୍ଦ ମିଳିବ। ନିଜର ଅଧୀନସ୍ଥ ବ୍ୟକ୍ତିମାନଙ୍କ ଏବଂ ସହକର୍ମିମାନଙ୍କର ସହଯୋଗ ପ୍ରାପ୍ତ କରି ପାରିବେ। ସ୍ଵାସ୍ଥ୍ୟ ଭଲ ରହିବ।ପ୍ରତିକାର– ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।

ବୃଷ : ଆଜି ସ୍ଵାସ୍ଥ୍ୟ ଭଲ ରହିବ ଏବଂ ରୋଗାକ୍ରନ୍ତ ବ୍ୟକ୍ତିଙ୍କର ମଧ୍ୟ ସ୍ୱାସ୍ଥ୍ୟରେ ସୁଧାର ହେବ। ଘରେ ସୁଖ-ଶାନ୍ତିର ବାତାବରଣ ରହିବ। କାର୍ଯ୍ୟରେ ସଫଳତା ଏବଂ ଯଶ ମିଳିବାରେ ଉତ୍ସାହ ବଢ଼ିବ। ଚାକିରିରେ ଲାଭଦାୟକ ସମାଚାର ମିଳିବ ଏବଂ ସହକର୍ମିମାନଙ୍କର ସାଥି ମିଳିବ। ମହିଳା ମିତ୍ରମାନଙ୍କ ସହିତ ସାକ୍ଷାତକରିବେ। ବିରୋଧି ଏବଂ ପ୍ରତିଦ୍ୱନ୍ଦ୍ୱୀମାନଙ୍କର ପରାଜୟ ହେବ। କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ। ମାନସିକ ଅସୁସ୍ଥତାର ସ୍ଥିତିରେ ମନ କୌଣସି କାର୍ଯ୍ୟ କରିବା ପାଇଁ ପ୍ରେରିତ ହେବ ନାହିଁ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଙ୍ଗରେ ଆପଣଙ୍କ ଉପସ୍ଥିତି ରହିବ। ତୀର୍ଥ ଯାତ୍ରା କରିପାରନ୍ତି। ଚାକିରି କିମ୍ବା ବ୍ୟବସାୟ ସ୍ଥଳରେ ପରିବାର ମଧ୍ୟରେ ମନମାଳିନ୍ୟ ହେବ।ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

ମିଥୁନ : ଅତ୍ୟଧିକ ସମ୍ବେଦନଶୀଳତା ମାନସିକ ଚିନ୍ତାର କାରଣ ବନିପାରେ। ଭାବନା ଉପରେ ନିୟନ୍ତ୍ରଣ ରଖିବେ। ବିଶେଷକରି ଘରୋଇ ମାମଲାରେ ବାଦ-ବିବାଦରୁ ଦୂରରେ ରୁହନ୍ତୁ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ମଧ୍ୟ ଆଜିର ଦିନ ସକାରାତ୍ମକ ନୁହେଁ। ମାତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧରେ ସତର୍କତା ରଖିବେ। ଅନିଦ୍ରା ଚିନ୍ତିତ କରିବ। ଆଜି ଜଳାଶୟଠାରୁ ଦୂରରେ ରହିବା ହିତକର ଅଟେ।ଚାକିରି କିମ୍ବା ବ୍ୟବସାୟରେ ସଫଳତା ପାଇବାପାଇଁ ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ବ୍ୟବହାରରେ ଆପଣ ଅତ୍ୟନ୍ତ ପ୍ରସନ୍ନତା ଅନୁଭବ କରିବେ। ବ୍ୟାପାରିମାନଙ୍କର ବ୍ୟାପାରରେ ବୃଦ୍ଧି ହେବ ଏବଂ ବାକୀ ରାଶି ପ୍ରାପ୍ତ ହେବ। ପିତା ତଥା ବୃଦ୍ଧମାନଙ୍କ ତରଫରୁ ଲାଭ ମିଳିବ। ଆୟର ମାତ୍ରା ବଢ଼ିବ। କୌଟୁମ୍ବିକ ମାହୌଲ ଆନନ୍ଦମୟ ରହିବ। ମାନ ସମ୍ମାନ କିମ୍ବା ଉଚ୍ଚ ପଦର ପ୍ରାପ୍ତି ହେବ।ପ୍ରତିକାର– କୁକୁରକୁ ଖାଦ୍ୟ ଦିଅନ୍ତୁ।

କର୍କଟ : ଆଜି ଆପଣଙ୍କୁ ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ। ସ୍ୱାସ୍ଥ୍ୟ ପଛରେ ଧନ ଖର୍ଚ୍ଚ ହେବାର ସମ୍ଭାବନା ଅଛି। ବିଚାର ଉପରେ ନିୟନ୍ତ୍ରଣ ରଖିବେ ଏବଂ ଭୁଲ କରନ୍ତୁନାହିଁ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ଅନୈତିକ କାର୍ଯ୍ୟରେ ବଦନାମ ହେବାର ଯୋଗ ଅଛି। ଏଥିରୁ ଦୂରରେ ରହିବାକୁ ଚେଷ୍ଟା କରିବେ।  ମହିଳା ମିତ୍ର ଆପଣଙ୍କ ପ୍ରଗତିରେ ସହାୟକ ହେବେ। ଆର୍ଥିକ ଲାଭ ଦୃଷ୍ଟିରୁ ଆଜିର ଦିନ ବହୁତ ଭଲ ରହିବ। ରମଣୀୟ ସ୍ଥଳକୁ ଯାତ୍ରାର ଆୟୋଜନ କରିବେ। ସମାଜରେ ଖ୍ୟାତି ବଢ଼ିବ। ସନ୍ତାନମାନଙ୍କ ପ୍ରଗତି ହେବ। ପତ୍ନୀ ତଥା ପୁତ୍ରଙ୍କର ତରଫରୁ ଆନନ୍ଦର ସମାଚାର ମିଳିବ। ଅବିବାହିତମାନଙ୍କ ପାଇଁ ବିବାହର ଯୋଗ ଅଛି।ପ୍ରତିକାର: କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।

ସିଂହ : ଆଜି ମାନସିକ ଅସୁବିଧା ଆପଣଙ୍କୁ ହୋଇପାରେ। ଦ୍ୱନ୍ଦ୍ୱତା ନିଜ ଉପରେ ହାବୀ ହେବାକୁ ଦିଅନ୍ତୁ ନାହିଁ ଏବଂ ମନକୁ ଶାନ୍ତ ରଖିକରି ହିଁ କୌଣସି ନିର୍ଣ୍ଣୟ ନିଅନ୍ତୁ। ଭଲ ହେବ କି ଆଜି ଆପଣ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଲେଖନ, ସାହିତ୍ୟ କ୍ଷେତ୍ରରେ କିଛି ନୂଆ ସୃଜନ କରିବାପାଇଁ ଆପଣଙ୍କୁ ପ୍ରେରଣା ମିଳିବ। ବିଦ୍ୟାର୍ଥୀ ଅଧ୍ୟୟନରେ ଉତ୍ତମ ପ୍ରଦର୍ଶନ କରିବେ। ପ୍ରଣୟରେ ସଫଳତା ଏବଂ ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ଆପଣଙ୍କ ମନ ହର୍ଷିତ ହେବ। ମହିଳା ମିତ୍ରମାନଙ୍କର ସହଯୋଗ ଅଧିକ ମିଳିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ଆପଣ ଧାର୍ମିକ ପରୋପକାର କାର୍ଯ୍ୟ କରି ଧନ୍ୟ ଅନୁଭବ କରିବେ।ପ୍ରତିକାର– ଅସହାୟ ମାନଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା : ଆଜି ଆପଣଙ୍କର ରଣନୀତିରେ ଶତ୍ରୁମାନଙ୍କୁ ପରାସ୍ତ କରିବେ। ନୂଆ କାର୍ଯ୍ୟର ଆରମ୍ଭ ପାଇଁ ପ୍ରସ୍ତୁତ ରୁହନ୍ତୁ। ସଫଳତା ମିଳିବ। ଆପଣ ପ୍ରତ୍ୟେକ କାର୍ଯ୍ୟ ହୃଦୟରେ ସ୍ଵସ୍ଥ ରହିକରି କରିବେ। ବ୍ୟାପାର- ଧନ୍ଦାରେ ଲାଭ ହେବ। ଶେୟାର-ସଟ୍ଟାରେ ଲଗାଇଥିବା ଅର୍ଥ ଲାଭ ଦେଇପାରେ। ମିତ୍ର ତଥା ସ୍ଵଜନ ଏବଂ ଭାଇ-ଭଉଣୀମାନଙ୍କ ସହିତ ମିଳାମିଶା ରହିବ। ମନର ଚିନ୍ତା ଦୂର ହେବ। କାର୍ଯ୍ୟ ସଫଳତାରେ ବିଳମ୍ବ ଏବଂ ଶାରୀରିକ ଅସୁସ୍ଥତାର କାରଣରୁ ଆପଣ ହତାଶାର ଭାବନା ଅନୁଭବ କରିବେ। ଅତ୍ୟଧିକ କାମର ବୋଝରେ ଥକିଯିବା ଏବଂ ମାନସିକ ଅଣନିଶ୍ୱାସୀ ରହିବ। ଯାତ୍ରାରେ ବିଘ୍ନ ଆସିବାର ସମ୍ଭାବନା ରହିବ। ନୂଆ କାର୍ଯ୍ୟ ଆରମ୍ଭ ନ କରିବା ପାଇଁ ଉପଦେଶ। ଖାଇବା ପିଇବାରେ ଧ୍ୟାନ ରଖିବେ। ଯୋଗ୍ୟ ଧ୍ୟାନରେ ଆପଣ ମାନସିକ ରୁପରେ ସୁସ୍ଥ ରହି ପାରନ୍ତି।ପ୍ରତିକାର : ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ

ତୁଳା : ଜଗନ୍ନାଥଙ୍କର କୃପାରେ ଦାମ୍ପତ୍ୟଜୀବନ ସୁଖଦ କ୍ଷଣର ଅନୁଭବ କରିବେ। ସାମାଜିକ କ୍ଷେତ୍ରରେ ଆପଣ ପ୍ରତିଷ୍ଠା ପ୍ରାପ୍ତ କରିବେ। ମନୋରଞ୍ଜନ ପାଇଁ ସମୟ ବାହାର କରି ପାରିବେ। ବସ୍ତ୍ର, ଗହଣା ଏବଂ ବାହନର କ୍ରୟ କରିବାର ଯୋଗ ଅଛି। ବ୍ୟାପାରରେ ଭାଗୀଦାର ସହିତ ସମ୍ବନ୍ଧ ଭଲ ରହିବ। ଧନ ଲାଭ ହେବ। ଆଜିର ଦିନ ପ୍ରତ୍ୟେକ କାର୍ଯ୍ୟରେ ପ୍ରତିକୂଳତା ଅନୁଭବ କରିବେ। ସ୍ଵାସ୍ଥ୍ୟ ଖରାପ ହେବ। ମନ ଚିନ୍ତାଗ୍ରସ୍ତ ରହିବ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବାରେ କୁଟୁମ୍ବରେ ଅଶାନ୍ତି ରହିବ। ସାର୍ବଜନିକ ରୂପରେ ମାନହାନି ହେବାର ସମ୍ଭାବନା ରହିବ। ପାଣିରେ ଭୟ ରହିବ। ସେଥିପାଇଁ ଜଲାଶୟ ନିକଟକୁ ଯିବାକୁ ଦୁଃ ସାହସ କରନ୍ତୁ ନାହିଁ। ସ୍ଥାୟୀ ସଂପତ୍ତି, ବାହନ ଆଦିର କାଗଜ ଉପରେ ହସ୍ତାକ୍ଷର କରିବା ପୂର୍ବରୁ ବିଚାର କରିବାର ଆବଶ୍ୟକତା ଅଛି।

ବିଚ୍ଛା : ଆଜି ଧାର୍ମିକ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତି ବିଶେଷର ପ୍ରଭାବ ରହିବ। କୌଣସି ନିର୍ଣ୍ଣୟ ନେବାରେ ଅସୁବିଧା ହୋଇପାରେ। ଅର୍ଥର ଦେବା-ନେବା କିମ୍ବା ଆର୍ଥିକ ବ୍ୟବହାର ନ କରିବାପାଇଁ ଉପଦେଶ। ଶାରୀରିକ ଏବଂ ମାନସିକ ଚିନ୍ତା ହୋଇପାରେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଧନ ଖର୍ଚ୍ଚ ଯୋଗ ଅଛି। ଭାଇ- ବନ୍ଧୁମାନଙ୍କ ସହିତ ସୌହାର୍ଦପୂର୍ଣ୍ଣ ବାତାବରଣରେ ଘର ବିଷୟରେ ଚର୍ଚ୍ଚା ହେବ। ବ୍ୟାବହାରିକ କାର୍ଯ୍ୟରେ ବାହରକୁ ଯିବେ। ବିଦେଶରୁ ଭଲ ସମାଚାର ଆସିବ। ଆଜି ନୂଆ କାର୍ଯ୍ୟଗୁଡ଼ିକର ଆରମ୍ଭ କରିପାରନ୍ତି। ଧନ ଲାଭର ଯୋଗ ଅଛି। ପୁଞ୍ଜି ନିବେଶ ପାଇଁ ଅନୁକୂଳ ଦିନ ହେବାର ସୂଚନା ମିଳୁଛି। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ଭାଗ୍ୟ ବୃଦ୍ଧି ହେବ।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ : ଆଜି ବ୍ୟାପାରରେ ବୃଦ୍ଧି ହେବା ସହିତ କରାଯାଇଥିବା ବ୍ୟାପାରିକ ସଉଦା ଲାଭଦାୟକ ପ୍ରମାଣିତ ହେବ। ଆୟର ସାଧନରେ ବୃଦ୍ଧି ହେବ। ବୃଦ୍ଧ ତଥା ମିତ୍ରମାନଙ୍କଠାରୁ ଲାଭ ମିଳିବ। ଦାମ୍ପତ୍ୟଜୀବନରେ ସନ୍ତୋଷ ଏବଂ ଆନନ୍ଦ ରହିବ। ପର୍ଯ୍ୟଟନର ଆୟୋଜନ ହେବ। ବୈବାହିକ ସଂପର୍କ ବନିବାର ଯୋଗ ଅଛି। ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିବ। ମନରେ ଉତ୍ପନ୍ନ ନକାରାତ୍ମକ ବିଚାରକୁ ଦୂର କରିବାକୁ ଉପଦେଶ। ବିଦ୍ୟା ପ୍ରାପ୍ତିରେ ବିଦ୍ୟାର୍ଥିମାନଙ୍କପାଇଁ ଅବରୋଧ ଆସିବ। ଅନାବଶ୍ୟକ ଧନ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ। ଶାରୀରିକ ତଥା ମାନସିକ ଅସୁସ୍ଥତା ଆପଣଙ୍କୁ ଅଣନିଶ୍ୱାସୀ କରିବ।ପ୍ରତିକାର–ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

ମକର : ଆଜି ଆକସ୍ମିକ ଧନ ଲାଭର ଯୋଗ ଅଛି। ବିଦେଶ ଯିବାକୁ ଇଚ୍ଛୁକ ଲୋକମାନଙ୍କର ପ୍ରୟାସ ସଫଳ ହେବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ କିମ୍ବା ଯାତ୍ରା ପଛରେ ଧନ ଖର୍ଚ୍ଚ ହେବ। ପରିବାର ଏବଂ ସହକର୍ମିମାନଙ୍କ ସହିତ ସୁଖମୟ ଦିନ କଟିବ। ଚାକିରିପେଶା ଲୋକମାନଙ୍କୁ ମଧ୍ୟ ଲାଭ ମିଳିବ। । ସ୍ଵାସ୍ଥ୍ୟ ସମ୍ବନ୍ଧୀତ ଅଭିଯୋଗ ରହିବ। ଦୁର୍ଘଟଣାରୁ ବଞ୍ଚନ୍ତୁ। ବ୍ୟବସାୟ କାର୍ଯ୍ୟଗୁଡ଼ିକରେ ସରକାରୀ ହସ୍ତକ୍ଷେପ ବଢ଼ିବ। କୋର୍ଟ-କଚେରୀର କାର୍ଯ୍ୟଗୁଡ଼ିକରେ ସମ୍ଭାଳିକରି ପଦକ୍ଷେପ ଉଠାଇବେ। ଧାର୍ମିକ ତଥା ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବେ ତଥା ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ମଧ୍ୟ ହେବ।ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

କୁମ୍ଭ : ବୋଧହୁଏ ଆଜି ଆପଣଙ୍କୁ ଲାଗିପାରେ କି ଆପଣଙ୍କୁ ସମସ୍ତେ ଭୂଲ୍ ବୁଝୁଛନ୍ତି । ମନେ ରଖନ୍ତୁ ଯେ ସବୁବେଳେ ଆମେ ସମସ୍ତଙ୍କୁ ଖୁସୀରେ ରଖି ପାରିବା ନାହିଁ ।ଧାର୍ମିକ ତଥା ମାଙ୍ଗଳିକ ପ୍ରସଙ୍ଗର ଯୋଗ ଅଛି। କୌଣସି ନିର୍ଣ୍ଣୟ ନେବାରେ ଦ୍ୱନ୍ଦ୍ୱତା ଅନୁଭବ କରିପାରନ୍ତି। ଭଲ ହେବ ଆଜି ନିର୍ଣ୍ଣୟ ନ ନେଇ ପରେ ନେବେ। ପରିବାରରେ ଖୁସି ଏବଂ ଦାମ୍ପତ୍ୟ ଜୀବନ ଆନନ୍ଦମୟ ରହିବ।  ଶାରୀରିକ ଏବଂ ମାନସିକ ସତେଜତା ଏବଂ ପ୍ରଫୁଲ୍ଲତା ଅନୁଭବ ହେବ। କୁଟୁମ୍ବଜନ ତଥା ମିତ୍ରମାନଙ୍କ ସହିତ ଯାତ୍ରା ଏବଂ ପାର୍ଟୀର ଆୟୋଜନ ହେବ। ମନୋରଞ୍ଜନ ପାଇଁ ସମସ୍ତ ସାମଗ୍ରୀ ଆଜି ଆପଣଙ୍କୁ ଉପଲବ୍ଧ ହେବ। ସୁନ୍ଦର ବସ୍ତ୍ର, ଉତ୍ତମ ଭୋଜନ ଏବଂ ବାହନ ସୁଖ ପ୍ରାପ୍ତ ହେବ। ବିପରୀତ ଲିଙ୍ଗ ଆଡ଼କୁ ଅଧିକ ଆକର୍ଷଣ ହେବ।ପ୍ରତିକାର–ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ମୀନ : ଶାରୀରିକ ଏବଂ ମାନସିକ ସୁଖ ମିଳିବ। ଚାକିରି – ବ୍ୟବସାୟରେ ଲାଭର ଯୋଗ ଅଛି। ଅଧିକାରୀ ବର୍ଗଙ୍କର ପ୍ରୋତ୍ସାହନରେ ଆପଣଙ୍କ ଉତ୍ସାହ ବଢ଼ିବ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ପାରିବାରିକ ମାହୌଲ ଆନନ୍ଦମୟ ରହିବ। ସରକାରୀ କାର୍ଯ୍ୟ ପୂର୍ଣ୍ଣ ହେବାପାଇଁ ସରଳତା ରହିବ। ଦାମ୍ପତ୍ୟଜୀବନରେ ସୁଖ ଏବଂ ଆନନ୍ଦ ଅନୁଭବ କରିବେ।  ଆର୍ଥିକ ଲାଭ ପ୍ରାପ୍ତି କରି ପାରିବେ। କୌଣସି ତୀର୍ଥଯାତ୍ରା କରିପାରନ୍ତି। ବନ୍ଧୁ ଏବଂ ମିତ୍ରମାନଙ୍କର ଆଗମନରେ ମନ ଖୁସି ରହିବ। ଦାମ୍ପତ୍ୟ ଜୀବନରେ ନିକଟତା ଏବଂ ମଧୁରତା ରହିବ। ମାନ- ପ୍ରତିଷ୍ଠାରେ ବୃଦ୍ଧି ହେବ। ସ୍ଵାଦିଷ୍ଟ ଭୋଜନର ସ୍ଵାଦ ନେବାର ଆନନ୍ଦ ପ୍ରାପ୍ତ ହେବ।

Leave a Reply

Your email address will not be published. Required fields are marked *