October 18, 2024

Odia Express

Leading Odia News Portal of Odisha

କ୍ରିକେଟ୍ ଦୁନିଆଁରେ ଏମାନେ ହେଲେ ୬ ଜଣ ବାପା ପୁଅ ଉଭୟ କ୍ରିକେଟ ଖେଳୁଥିଲେ – ଜଣେ ଫ୍ଲପ୍ ତ ଆଉ ଜଣେ ରହିଥିଲେ ହିଟ୍ – ଦେଖନ୍ତୁ କେଉଁ କେଉଁ ଖେଳାଳି ସାମିଲ..

ଦୁନିଆଁରେ ସବୁ ବାପା ଚାହଁନ୍ତି କି ତାଙ୍କ ପୁଅ ତାଙ୍କ ବତାଇଥିବା ରାସ୍ତାରେ ଚାଲୁ , ଯାହାକୁ ତାଙ୍କ ପରମ୍ପରା ରହିଥାଉ , କିନ୍ତୁ କିଛି ପୁଅ ବାପାଙ୍କ ବିରୁଦ୍ଧରେ ଅଲଗା ପ୍ରୋଫେସନ୍ ବାଛିଥାନ୍ତି , ଏହା ସବୁ କ୍ଷେତ୍ରରେ କାମ କରୁଥିବା ବାପାଙ୍କ କଥା ଅଟେ ,ଯାହାଙ୍କୁ ନିଜ ଛୁଆଙ୍କ ଉପରେ ଆଶା ଥାଏ , କିନ୍ତୁ କିଛି ଏପରି ଭାଗ୍ୟଶାଳୀ ଅଛନ୍ତି ଯେଉଁମାନେ ସେହି କ୍ଷେତ୍ରରେ ଥ୍ନ୍ତି , କିନ୍ତୁ ସେହି ପୁଅର ଆସିବାର ଆଶା ଥାଏ , କିନ୍ତୁ ଦୁନିଆଁରେ କିଛି ଏମିତି ଲୋକ ଥାନ୍ତି ଯାହାଙ୍କ ବାପା ପ୍ରୋଫେସନ୍ ରେ ହିଁ ପୁଅ ବି ବାହାରି ଆସନ୍ତି , ଓ କ୍ରିକେଟ୍ ଦୁନିଆଁରେ ଏମାନେ ହେଲେ ୭ ଜଣ ବାପା ପୁଅ ଯୋଡି , ଏମାନଙ୍କ ବିଷୟରେ ଜଣାଥିବା ଦରକାର । ଆସନ୍ତୁ ଜାଣିବା ।

 

୧) ଜନି ବେୟରଷ୍ଟୋ ଓ ଡେଭିଡ୍ ବେୟରଷ୍ଟୋ : ଇଂଲଣ୍ତର ଶାନଦାର୍ ଓପନର୍ ବ୍ୟାଟ୍ସମ୍ୟାନ୍ ଜନି ବେୟରଷ୍ଟୋ ଙ୍କ ନାଁ ଦୁନିଆଁର ସବୁଠାରୁ ବେଷ୍ଟ ଖେଳାଳୀଙ୍କ ସୁଚିରେ ଆସିଥାଏ । ବେୟରଷ୍ଟୋ ଇଂଲଣ୍ତ ପାଇଁ ୬୩ ଟି ଟେଷ୍ଟ ଓ ୫୯ ଟି ୱାନ୍ ଡେ ଖେଳି ସାରିଛନ୍ତି , ଯାହାଙ୍କ ନାଁରେ ୫୦୦୦ ହଜାର ରନ୍ ଅଛି, ତାଙ୍କ ବାପା ଡେଭିଡ୍ ବେୟରଷ୍ଟୋ କିନ୍ତୁ ଏତେ ସଫଳ ହୋଇପାରିନଥିଲେ , କାରଣ ଡେଭିଡ୍ ତାଙ୍କ ଟିମ୍ ପାଇଁ କେବଳ ୫ ଟି ଟେଷ୍ଟ ମ୍ୟାଚ୍ ଖେଲିଥିଲେ  ।

 

୨) ଷ୍ଟୁଆର୍ଟ ବ୍ରଡ୍ ଓ କ୍ରିସ୍ ବ୍ରଡ୍ : ଷ୍ଟୁଆର୍ଟ୍ ବ୍ରଡ୍ ୪ ହଜାରରୁ ଅଧିକା ରନ୍ ବନାଇବା ସହ ୫୦୦ ରୁ ଅଧିକା ୱିକେଟ୍ ନେଇସାରିଛନ୍ତି , ସେମିତି ତାଙ୍କ ବାପା କ୍ରିସ୍ ବ୍ରଡ୍ ସେତେ ସଫଳ ହୋଇପାରିନଥିଲେ , ସେ ଇଂଲଣ୍ତ୍ ପାଇଁ ୨୫ ଟି ଟେଷ୍ଟ ଓ ୩୪ ଟି ୱାନ୍ ଡେ ଖେଳିଛନ୍ତି ।

 

୩) ଅଶୋକ ମାର୍କଣ୍ତ ଓ ବିନୁ ମାର୍କଣ୍ତ : ବିନୁ ମାର୍କଣ୍ତ ଭାରତର ସଫଳ ଲେଗ୍ ସ୍ପିନର୍ ଅଟନ୍ତି , ତାଙ୍କ ନାଁରେ ୧୬୨ ଟି ୱିକେଟ୍ ଦର୍ଜ ଅଛି , ସେମିତି ତାଙ୍କ ପୁଅ ଅଶୋକ ମାର୍କଟ କ୍ରିକେଟ୍ ଜଗତରେ ନିଜର ପରିଚୟ ସୃଷ୍ଟି କରିବାରେ ଅସଫଳ ରହିଲେ ।

 

୪) ରୋହନ୍ ଗାଭାସ୍କର ଓ ସୁନିଲ୍ ଗାଭାସ୍କର : ସୁନିଲ୍ ଗାଭାସ୍କର ଭାରତର ସଫଳ ଟେଷ୍ଟ କ୍ରିକେଟିୟର୍ସ ରୁ ଜଣେ ଅଟନ୍ତି , ସେ ତାଙ୍କ ନାଁରେ ଟେଷ୍ଟରେ ୩୪ ଟି ଶତକ ଓ ୧୦ ହଜାରରୁ ଅଧିକା ରନ୍ କରିଛନ୍ତି , ସେମିତି ତାଙ୍କ ପୁଅ ରୋହନ୍ ଟୀମ୍ ଇଣ୍ତିଆ ପାଇଁ ୧୧ ଟି ୱାନ୍ ଡେ ଖେଳିଛନ୍ତି , ରୋହନ୍ ଗାଭାସ୍କର କ୍ରିକେଟ୍ ଜଗତରେ ଫ୍ଲପ୍ ହୋଇଥିଲେ , ସେମିତି ସେ ଆଗକୁ ଆଉ ଖେଳିପାରିଲେ ନାହିଁ , ଓ ତାଙ୍କ ଧ୍ୟାନ ଏହି ଫିଲ୍ଡରୁ ହଟିଗଲା ।

 

୫) ରିକି ପଣ୍ଟିଙ୍ଗ୍ ଓ ଗ୍ରୀମ୍ ପଣ୍ଟିଙ୍ଗ୍ : ରିକି ପଣ୍ଟିଙ୍ଗ୍ ଙ୍କ ଗଣନା ଦୁନିଆଁର ସବୁଠାରୁ ସଫଳ ଅଧିନାୟକ ହିସାବରେ କରାଯାଏ , ସେ ୨୦୦୩ ରୁ ୨୦୦୭ ମଧ୍ୟରେ ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ ଟିମ୍ ର ନେତୃତ୍ୟ କରିସାରିଛନ୍ତି , ପଣ୍ଟୀଙ୍ଗ୍ ଙ୍କ ବାପା ଗ୍ରୀମ୍ ପଣ୍ଟିଙ୍ଗ୍ ବି କ୍ରିକେଟ୍ ଜଗତରେ ରହିସାରିଛନ୍ତି , କେବେ କିନ୍ତୁ ନ୍ୟାଶାନାଲ୍ ଟିମ୍ ରେ ଭାଗିଦାରୀ ହୋଇପାରିନଥିଲେ । କିନ୍ତୁ ତାଙ୍କ ପୁଅ ଏହି କମାଲ୍ କରିଦେଖାଇଥିଲେ ।

 

୬) ଯୁବରାଜ ସିଂ ଓ ଯୋଗିରାଜ ସିଂ : ଭାରତୀୟ କ୍ରିକେଟ୍ ଟିମ୍ ର ଅଲରାଉଣ୍ତର୍ ଯୁବରାଜ ସିଂ ପ୍ରାୟ ୧୫ ବର୍ଷ ପର୍ଯ୍ୟନ୍ତ ଟିମ୍ ଇଣ୍ତିଆ ପାଈଁ ଖେଳିଛନ୍ତି , ସେ ତାଙ୍କ ରୋଗ ପାଇଁ ଏବେ ଆରାମ କରୁଛନ୍ତି , ଯୁବରାଜଙ୍କ ନାଁରେ ଅନ୍ତରାଷ୍ଟ୍ରିୟ ସ୍ତରରେ ବହୁତ ରେକର୍ଡ ଦର୍ଜ ଅଛି , କିନ୍ତୁ ତାଙ୍କ୍ ବାପା ଏତେ ସଫଳ ହୋଇପାରିନଥିଲେ , କିନ୍ତୁ ସେ ଷ୍ଟେଟ୍ ଲେବୁଲ୍ ଯାଏଁ ଖେଳିଛନ୍ତି , ପିତା ଯୋଗିରାଜ ୧୯୮୧ ରେ ଡେବ୍ୟୁ କରିଥିଲେ , ଓ ସେ କେବଳ ଗୋଟିଏ ଟେଷ୍ଟ ଓ ୬ ଟି ୱାନ୍ ଡେ ଖେଳିଛନ୍ତି ।

Leave a Reply

Your email address will not be published. Required fields are marked *