September 19, 2024

Odia Express

Leading Odia News Portal of Odisha

ସଲମାନ-ଐଶ୍ୱର୍ଯ୍ୟାଙ୍କ ଏମିତି ଏକ ଫଟୋ ପୋଷ୍ଟ କରି ଲଜ୍ଜିତ ହେଲେ ବିବେକ ଓବେରାୟ – ଫୋଟୋ ଦେଖିଲେ ଆପଣ ମଧ୍ୟ ରାଗିଯିବେ ନିଶ୍ଚୟ…

ଏବେ କିଛି ଦିନ ହେବ ପିଏମ୍ ନରେନ୍ଦ୍ର ମୋଦୀ ଷ୍ଟାର୍ ବିବେକ ଓବରାଏ ନିଜ ସୋସିଆଲ୍ ମିଡିଆରେ ଏକାଉଣ୍ଟରେ ନିର୍ବାଚନ ଓ ଏକ୍ସଜିଟ୍ ପୋଲ୍ ସହ ଯୋଡି ହୋଇଥିବା ଏକ ମେମେ ସେୟାର୍ କରିଥିଲେ , ଯେଉଁଥିରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସଲମାନ ଖାନ୍ ଓ ଅଭିଷେକ ବଚ୍ଚନଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟ ଏକ ଫଟୋ ଜରିଆରେ ଏକ୍ସଜିଟ୍ ପୋଲ୍ ଓ ଫଳାଫଳକୁ କଟାକ୍ଷ କରିଥିଲେ , ବଲିଉଡ୍ ଅଭିନେତା ବିବେକ୍ ଓବୋରାୟ ଏହି ଟ୍ୱିଟ୍ ରେ ସୋସିଆଲ୍ ମିଡିଆରେ ତାଙ୍କୁ ବହୁତ ଟ୍ରୋଲ୍ କରାଯାଇଥିଲା ।

 

କହିଦେବୁ କି ଏହି ପୋଷ୍ଟରେ ବିବେକ୍ ଓବରାୟ ସଲମାନ ଓ ଐଶ୍ୱର୍ଯ୍ୟା ରାୟଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି , ଯାହାକୁ ଦେଖି ଫାନ୍ସ ନିଜ ରାଗ ପ୍ରକଟ କରିଛନ୍ତି , କହିଦେବୁ କି ବିବେକ ଓବରାୟ ଏକ ମେମେ ଫଟୋ ଟ୍ୱିଟର୍ ଏକାଉଣ୍ଟରେ ସେୟାର୍ କରିଥିଲେ । ପ୍ରଥମ ବକ୍ସରେ ସଲମାନ ଓ ଐଶ୍ୱର୍ଯ୍ୟା ରାୟ ନଜର ଆସୁଛନ୍ତି , ଯେଉଁଥିରେ ଲେଖାଯାଇଛି କି ଓପିନିଓନ ପୋଲ୍ , ସେମିତି ଦ୍ୱିତୀୟ ବକ୍ସରେ ବିବେକ୍ ଓବରାୟ ଅଛନ୍ତି , ଯେଉଁଥିରେ ଲେଖାଯାଇଛି ଏକ୍ସଜିଟ୍ ପୋଲ୍ ତୃତୀୟ ଫଟୋ ରେ ଅଭିଷେକ ବଚ୍ଚନ ଓ ଝିଅ ଆରାଧ୍ୟା ନଜର ଆସିଛନ୍ତି , ଓ ଫଟୋରେ ଲେଖାଯାଇଛି ରେଜଲ୍ଟ ।

 

ଏହି ମେମେ କୁ ଦେଖିବା ପରେ ଏକ ୟୁଜର୍ ଲେଖିଥିଲେ କି ଏହା ବହୁତ ଖରାପ ଅଟେ ,ମହିଳାଙ୍କ ସମ୍ମାନର ଦାୟିତ୍ୱ କରିଥାନ୍ତେ , ସେମିତି ଅନ୍ୟ ଏକ ୟୁଜର୍ ଲେଖିଥିଲେ କି ତୋର ନାଁ ବିବେକ କିଏ ରଖିଥିଲା , ଆଉ ଜଣେ ଟ୍ୱିଟର୍ ରେ ଲେଖିଥିଲା କି କେବେ ବି ଏହି ଫଟୋକ୍ ସେୟାର୍ କରନ୍ତୁ ନାହିଁ , ଏହି ଫଟୋରେ ମହିଳାଙ୍କ ଅପମାନ ହେଉଛି, ଓ ତାହା ସହ ଛୁଆଙ୍କ ଟରଚର୍ , ସେମିତି ଆଉଜଣେ ୟୁଜର୍ ଲେଖିଥିଲା କି ଏହା ବହୁତ ବଡ ଭୁଲ୍ ହୋଇଥିଲା ।

 

କହିଦେବୁ କି ବିବେକ୍ ଓବରାୟ ଏହି ଦିନ ନିଜ ଅପକମିଙ୍ଗ୍ ଫିଲ୍ମ ମୋଦୀ ଦି ବାୟୋପିକ କୁ ନେଇ ଚର୍ଚ୍ଚାରେ ଅଛନ୍ତି , ଫିଲ୍ମ ୨୪ ମେ କୁ ସିନେମାଘରରେ ରିଲିଜ୍ ହେବ , ଫିଲ୍ମର ମେକର୍ସ ଏହି କିଛି ସମୟ ପୂର୍ବରୁ ରିଲିଜ୍ କରିବାକୁ ଚାହୁଁଥିଲେ , କିନ୍ତ୍ ଲୋକସଭା ଇଲେକ୍ସନ କାରଣରୁ ରିଲିଜ୍ ଡେଟ୍ କୁ ଆଗକୁ ଖସାଇଦେଇଥିଲେ , ଫିଲ୍ମରେ ବିବେକ ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦିଙ୍କ ରୋଲ୍ ନିଭାଇଛନ୍ତି , ଆଜି ସକାଳୁ ଏହି ଫିଲ୍ମର ପୋଷ୍ଟର୍ ରିଲିଜ୍ ହୋଇଥିଲା ।

Leave a Reply

Your email address will not be published. Required fields are marked *