September 19, 2024

Odia Express

Leading Odia News Portal of Odisha

ଯଦି ଆପଣ ପାଦର ଦୁର୍ଗନ୍ଧ ପାଇଁ ଚିନ୍ତିତ ଅଛନ୍ତି , ତେବେ ଆପଣାନ୍ତୁ ଏହି ଉପାୟ – ସଂଗେ ସଂଗେ ଏଥିରୁ ମୁକ୍ତି ମିଳିବ ..

ଦିନ ସାରା ଗୋଡରେ ଜୋତା ପିନ୍ଧି ରହିଲେ ପାଦରୁ ଦୁର୍ଗନ୍ଧ ଆସିଥାଏ , ଏହି ସମସ୍ୟା ବହୁତ ଲୋକଙ୍କ ସହ ହୋଇଥାଏ , ବହୁତ ଲୋକଙ୍କ ଗୋଡରୁ ଏପରି ଦୁର୍ଗନ୍ଧ ଆସିଥାଏ କି ସେମାନେ ତାହାକୁ ସହି ରହିଯାଆନ୍ତି , ଏହି ସମସ୍ୟା ଏକ ସାଧାରଣ କଥା ଅଟେ , ଏହି କାରଣରୁ ଲୋକେ ଲଜ୍ଜିତ ବି ହୋଇଥାନ୍ତି , ଯେବେ ଆପଣ ଅଫିସ୍ ରେ ବସିଥାନ୍ତି ତେବେ ଅଚାନକ ଆପଣଙ୍କ ପାଦରୁ ଦୁର୍ଗନ୍ଧ ଆସିଥାଏ , ଏହି ସ୍ଥିତିରେ ଆପଣ ନିଶ୍ଚିତ ଲଜ୍ଜିତ ହେବେ , ଏହି ସମସ୍ୟାରୁ ଯଦି ବଞ୍ଚିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ କିଛି ଘରୋଇ ଉପାୟ ଅଛି ଯାହା ଦ୍ୱାରା ଆପଣଙ୍କ ପାଦରୁ ଦୂର ହୋଇଯିବ ।

 

ଆପଣଙ୍କ ପାଦରେ ଯେବେ ଝାଳ ଆସିଯାଏ ତେଏବ୍ ଏହା ବ୍ୟାକ୍ଟେରିଆ ପ୍ରକୋପରୁ ହୋଇଥାଏ , ଓ ଏହି କାରଣରୁ ଏହା ଅଧିକା ଦୂର୍ଗନ୍ଧ ଆସିଯାଏ , ଏହା ସହ ହର୍ମୋନାଲ୍ ଚେଞ୍ଜେସ୍ ବି ଏହାର କାରଣ ହୋଇପାରେ , ଏବେ କାରଣ ଯାହା ବି ହେଉ ଆମ ଦ୍ୱାରା କୁହାଯାଇଥିବା ସହଜ ଟିପ୍ସରୁ ଆପଣ ଏହି ସମସ୍ୟାରୁ ତୁରନ୍ତ ମୁକ୍ତି ପାଇପାରିବେ , ପାଦର ଦୁର୍ଗନ୍ଧକୁ ଆପନ ତିନୋଟି ତରିକାରେ ଦୁର କରିପାରିବେ , ଯଦି ଆପଣଙ୍କ ପାଖରେ ଏହି ସାମଗ୍ରୀ ଅଛି ତେବେ ଏହା ହୋଇଯିବ । ଯଦି ଆପଣ ପାଦରୁ ଦୂର୍ଗନ୍ଧ ଆସୁଛି ତେବେ କିଛି ପରିମାଣର ବେକିଙ୍ଗ୍ ସୋଡା ପକାଇ ଦିଅନ୍ତୁ , ଏମିତି କଲେ ଆପଣ ପାଦରୁ ଦୁର୍ଗନ୍ଧ ଆସିବ ନାହିଁ , ବେକିଙ୍ଗ୍ ସୋଡା ଆପଣଙ୍କ ପାଦରୁ ବାହାରୁଥିବା ଝାଳକୁ ଭଲ ଭାବେ ସୁଖାଇଦେଇଥାଏ , ଯାହା ଦ୍ୱାରା ଆଉ ଦୁର୍ଗନ୍ଧ ହୁଏ ନାହିଁ ।

 

ଅଲଗା ତରିକା ହେଲା ଆପଣ କେଉଁ ବାସ୍ନାଯୁକ୍ତ ପାଉଡର୍ ନିଜ ଜୋତାରେ ପକାଇଦିଅନ୍ତୁ , ଯଦି ଆପଣଙ୍କ ପାଦରୁ ଅତ୍ୟାଧିକ ଦୁର୍ଗନ୍ଧ ଆସୁଛି ତେବେ ଟାଲକମ୍ ପାଉଡର୍ ପକାଇଦିଅନ୍ତୁ , ଏମିତି କଲେ ପାଦରୁ ଭଲ ବାସ୍ନା ଆସିବ , ଓ ସବୁ ଦୁର୍ଗନ୍ଧ ଦୁର ହୋଇଯିବ ।

ଯଦି ଆପଣଙ୍କ ପାଦରୁ ଦୁର୍ଗନ୍ଧ ଆସୁଛି ତେବେ ଲେମ୍ବୁର ଚୋପା ବହୁତ କାମକୁ ଆସିବ , ଯଦି ଆପଣଙ୍କ ପାଦରୁ ଦୁର୍ଗନ୍ଧ ଆସୁଛି ତେବେ ଲେମ୍ବୁର ଚୋପା ପକାଇଦିଅନ୍ତୁ , ଲେମ୍ବୁରେ କେଉଁ ପ୍ରକାର ଦୁର୍ଗନ୍ଧ ହୋଇନଥାଏ , ଏହାର ଚୋପା ଦ୍ୱାରା ଆପଣଙ୍କୁ ସତେଜ ବାସ୍ନା ଆସିବ ।

ଏହା ସହ ଆପଣ ଖାଦ୍ୟପେୟରେ ଧ୍ୟାନ ଦେବାକୁ ହେବ , ଏହା ଛଡା ପାଦକୁ ସବୁବେଳେ ଆଣ୍ଟି ବ୍ୟାକ୍ଟେରିଆଲ୍ ସାବୁନ୍ ରେ ସଫା କରନ୍ତୁ ।

Leave a Reply

Your email address will not be published. Required fields are marked *