September 19, 2024

Odia Express

Leading Odia News Portal of Odisha

IAS ଇଣ୍ଟରଭିୟୁରେ ପଚରାଗଲା ଏଭଳି ପ୍ରଶ୍ନ – ବାହାଘର ପରେ ମହିଳା ମାନେ କେଉଁ ଜିନିଷ ସମସ୍ତଙ୍କର ନେଇଥାନ୍ତି , କିନ୍ତୁ ନିଜ ସ୍ୱାମୀର ନେଇ ନଥାନ୍ତି – ଉତ୍ତର ଶୁଣିଲେ ଆପଣ ଚମକି ପଡିବେ..

ଏହି କଥା ସମସ୍ତେ ଜାଣିଛନ୍ତି କି ପହେଲି ଗୁଡିକର ଉତ୍ତର ବାହାର କରିବା କେଉଁ ଛୁଆ ଖେଳ ନୁହେଁ , କିନ୍ତୁ ଯଦି ଆପଣଙ୍କ ପାଖରେ ତେଜ୍ ଦିମାଗ ଅଛି ତେବେ କଠିନରୁ କଠିନ ପହେଲି କୁ ସହଜରେ ଉତ୍ତର ଦେଇପାରିବେ , ଏହି ଖେଳ ଖେଳିବାକୁ ବହୁତ ମଜା ଆସିଥାଏ । ଓ ଏହା ସବୁ ବୟସର ଲୋକେ ଖେଳିପାରିବେ , କିନ୍ତୁ କୁହନ୍ତି ନା ସବୁ ଖେଳରେ କେଉଁଠି ନା କେଉଁଠି ମଣିଷ ଫସିଯାଏ ।

ଠିକ୍ ଏହି ପରି କିଛି ପହେଲି ମୁଣ୍ତ ଖରାପ କରିଦେଇଥାଏ । ଯାହାକୁ ଆପଣ ଯେତେ ଚେଷ୍ଟା କଲେ ବି ତାହା ଠିକ୍ ହୋଇପାରେ ନାହିଁ , ଖାଲି ଆପଣଙ୍କୁ ଦିମାଗ୍ ଠିକ୍ ଭାବରେ ଲଗାଇବାର ଅଛି, କିନ୍ତୁ କିଛିର ଉତ୍ତର ଆପଣ ଜଲଦି ଦେଇଦିଅନ୍ତି , ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କ ପାଇଁ କିଛି ବଛା ବଛା ମଜାଦାର ପହେଲି ନେଇକରି ଆସିଛୁ , ଯାହାର ଉତ୍ତର ସେବା ଆପଣଙ୍କୁ ଏତେ ସହଜ ହୋଇନପାରେ ।

 

ପ୍ରଶ୍ନ -୧ : କିଛି ମହିଳା ସମସ୍ତଙ୍କ ଠାରୁ ନେଇଥାନ୍ତି , କିନ୍ତୁ ନିଜ ସ୍ୱାମୀର ନେଇ ନଥାନ୍ତି , କୁହନ୍ତୁ କଣ ?

ଉତ୍ତର : କହିଦେବୁ କି ଏହି ପହେଲିର ସଠିକ୍ ଉତ୍ତର ହେଲା ମହିଳା ସମସ୍ତଙ୍କ ନାଁ ନେଇଥାନ୍ତି , କିନ୍ତୁ ନିଜ ସ୍ୱାମୀଙ୍କ ନାଁ ପାଟିରେ ନିଅନ୍ତି ନାହିଁ । ?

ଉତ୍ତର : ଏହାର ଜବାବ ଖାଇବାର ଜିନିଷରେ ଲୁଚି ରହିଅଛି , ଏହାର ସଠିକ୍ ଜବାବ ହେଲା ଅଣ୍ତା ଯାହା ଭାଙ୍ଗିଯିବାପରେ ଅଧିକା ଉପଯୋଗୀ ହୋଇଥାଏ ।

ପ୍ରଶ୍ନ-୩ : ଏମିତି କେଉଁ ଜିନିଷ ଅଛି ଯାହା ମଣିଷ ବହୁତ ପରିଶ୍ରମ କରି ବନାଇଥାଏ , କିନ୍ତୁ ପରେ ତାକୁ ଆକାଶରେ ଉଡାଇ ଦେଇଥାଏ , ଏହା ଶୁଣିକରି ଆପଣ ଭାବି ବସିବେ ଓ ଭାବୁଥିବେ କି ଏହା କେଉଁ ଶସ୍ତା ଜିନିଷ ହୋଇଥିବ?

 

ଉତ୍ତର : କାଗଜର ଉଡନ୍ତା ଜାହାଜ ।

ପ୍ରଶ୍ନ-୪ ଏମିତି କେଉଁ ଜିନିଷ ଅଛି ଯାହା କିଣିସାରିବା ପରେ ସବୁଜ ଓ ବ୍ୟବହାର କଲେ ଲାଲ୍ ହୋଇଯାଏ ?

ଉତ୍ତର : ଏହାର ଜବାବ ହେଲା ମେହେନ୍ଦି, ବଜାରରେ ଆପଣ ଯେବେ କିଣିଥାନ୍ତି ତାହା ସେହି ସମୟରେ ସବୁଜ ରଙ୍ଗର ହୋଇଥାଏ , କିନ୍ତୁ ଯେବେ ଝିଅମାନେ ନିଜ ହାତରେ ଲଗାନ୍ତି ତାହା ଲାଲ୍ ହୋଇଯାଏ ।

 

ପ୍ରଶ୍ନ-୫ : ଏମିତି କେଉଁ ଶବ୍ଦ ଅଛି ଯାହାକୁ ଅବିବାହିତ ଝିଅମାନେ କହିପାରିବେ ନାହିଁ , ?

ଉତ୍ତର : ମୋର ଶାଶୁ ଓ ଶଶୁର ।

ପ୍ରଶ୍ନ-୬ : ଏମିତି କେଉଁ ଜିନିଷ ଅଛି ଯାହା ଆଗ ପଟୁ ଭଗବାନ ବନାଇଛନ୍ତି ଓ ପଛ ପଟୁ ମଣିଷ ବନାଇଛନ୍ତି ,

ଉତ୍ତର : ବଳଦ ଗାଡି । ଯାହାକି ବଳଦ ଭଗବାନଙ୍କ ଦ୍ୱାରା ହୋଇଛି , ଓ ଶଗଡ ମଣିଷ ଦ୍ୱାରା ନିର୍ମିତ ହୋଇଛି ।

Leave a Reply

Your email address will not be published. Required fields are marked *