September 19, 2024

Odia Express

Leading Odia News Portal of Odisha

କୋଲଗେଟ୍ ରେ ଏହି ଗୋଟେ ଜିନିଷ ମିଶାଇ ଲଗେଇଦେଲେ ରାତାରାତି ଫଟା ପାଦରୁ ମୁକ୍ତି ମିଳିବ..

ଚେହେରାର ଧ୍ୟାନ ସମସ୍ତେ ରଖନ୍ତି କିନ୍ତୁ ପାଦର ଯତ୍ନ ପାଇଁ ସମସ୍ତେ ଭୁଲିଯାଆନ୍ତି  , ଯାହାର କାରଣରୁ ପାଦ ତଳ ଫାଟିଯାଏ , ଏମିତିରେ ଆପଣ ନିଜ ପସନ୍ଦର ସାଣ୍ତାଲ୍ ପିନ୍ଧିପାରିବେ ନାହିଁ , କିନ୍ତୁ କଣ ଆପଣ ଏହା ଚାହନ୍ତି ନାହିଁ କି ଆପଣଙ୍କ ପାଦ ତଳ କୋମଳ , ନରମ ଓ ସୁନ୍ଦର ଦେଖାଯାଉ ବୋଲି , ତେବେ ଆସନ୍ତୁ ଆମେ ଆପଣଙ୍କୁ ଜଣାଇବୁ , କିପରି ଆପଣଙ୍କ ପାଦକୁ ଧ୍ୟାନ ଦେବେ ।

 

କିଛି ଲୋକଙ୍କୁ ଥଣ୍ତା ଜନିତ ନାନା ସମସ୍ୟା ହୋଇଥାଏ , ଯାହା ଦ୍ୱାରା କିଛି ଲୋକଙ୍କର ପାଦ ଫାଟିବା ଆରମ୍ଭ ହୋଇଯାଏ , ଆରମ୍ଭରୁ ଫଟା ପାଦ ହୋଇପାରେ , ଆପଣଙ୍କୁ କିଛି ଅସୁବିଧା ନହେଉ କିନ୍ତୁ ସମୟ କଟିବା ସହ ଏହା ପାଦରେ ପୀଡା ଆରମ୍ଭ କରିଦିଏ , କିନ୍ତୁ ଟିକିଏ ସାବଧାନୀରୁ ଆପଣ ରକ୍ଷା ପାଇପାରିବେ । ପାଦ ତଳ ଫାଟିବାର ମୁଖ୍ୟ କାରଣ ହେଲା ଆପଣଙ୍କ ମଧ୍ୟରେ ଭିଟାମିନ୍ ର ଅଭାବ , ଯାହା କ୍ୟାଲସିୟମ୍ ଓ ଆଇରନ୍ ଅଭାବ ପାଇଁ ହୋଇଥାଏ , ବଜାରରେ ଏମିତି ବହୁତ କ୍ରିମ୍ ଅଛି ଯାହା ଆପଣଙ୍କୁ ପାଦ ଫାଟିବା ଦୁର୍ କରିବାରେ ଦାବି କରିବେ , କିନ୍ତୁ ଏହାର ଯଦି ଘରୋଇ ଉପଚାର କରାଯାଏ ତେବେ ଏହା ବଢିଆ ହୋଇଥାଏ । ଯଦି ପାଦକୁ ଦାୟିତ୍ୱ ନ ନେବା ତେବେ ଏହା ଫାଟିବାକୁ ଆରମ୍ଭ କରେ ।

 

ଖାଲି ପାଦରେ ଚାଲିବା କାରଣରୁ ଏହା ରକ୍ତ ହୀନତାପାଇଁ ଫାଟିପାରେ , ଆପଣ ନିଜ ପାଦକୁ ସଫା ରଖନ୍ତି ନାହିଂମ୍ , ଯାହା ଦ୍ୱାରା ପାଦ ଫାଟିବାକୁ ଲାଗେ , ଓ ଏହା ଫାଟି ଆଁ କରେ , ଯଦି କାହାର ପାଦ ଫାଟିଛି ତେବେ ଏହା ବହୁତ ଦେଖିବାକୁ ଅସୁନ୍ଦର ଲାଗେ , ଯଦି ଆପଣ ପାଦକୁ ଦାୟିତ୍ୱ ନ ନେଲେ ତେବେ ଏହା ଶରୀର ଖୁସକି ବଢାଇଥାଏ, ଖାଲି ପାଦରେ ଚାଲିଆ , ରକ୍ତ ହୀନତା , ଥଣ୍ତା ଯୋଗୁଁ ଏହା ଧୂଲି ମାଟି ଲାଗି ଏହା ଫାଟିବାକୁ ଲାଗେ , ଓ ଏହା ବହୁତ୍ ପୀଡା ଦେଇଥାଏ ।

 

ଯେମିତି ସୁନ୍ଦର ଦେଖାଯିବାକୁ ବହୁତ ସାରା ଉପାୟ କରିଥାନ୍ତି , ସେପରି ଫଟା ପାଦକୁ କିଛି ଘରୋଇ ଉପଚାର କରି ଉପଶମ କରିପାରିବା , ଯଦି ଅଧିକା ପାଦ ଫାଟିଛି ତେବେ ଆପଣ ଚାଳିବରେ ଅସମର୍ଥ ହୋଇଥାନ୍ତି , ଏଥିପଇଁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ପ୍ରକିୟା ନେଇକରି ଆସିଛୁ , ଓ ଏହାକୁ ଲଗାଇଲେ ଆପଣଙ୍କ ପାଦ ନରମ ହୋଇଯିବ , ଏଥିପାଈଁ ସବୁଦିନ ମୋଷ୍ଚରାଇଜର୍ କ୍ରିମ୍ ଲଗାଇବା ଉଚିତ୍ ।

 

ସବୁଠାରୁ ପ୍ରଥମେ ଗୋଟେ ଗିନା ନିଅନ୍ତୁ , ଏଥିରେ ଅଧା ଚାମଚ କୋଲଗେଟ୍ ଦିଅନ୍ତୁ , ଏହାପରେ ୧ ଇବିଏମ୍ କ୍ୟାପସୁଲ୍ ପକାନ୍ତୁ , ଓ ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ , ଏହାର ଏକ ପେଷ୍ଟ ତିଆରି ହୋଇଯିବ , ଏବେ ଆପଣଙ୍କୁ ଏହି ପେଷ୍ଟକୁ ରାତିରେ ଶୋଇବା ପୁର୍ବରୁ ଓ ପାଦ ଫାଟିଥିବା ସ୍ଥାନରେ ଲଗାଇବାର ଅଛି , ଓ ତାପର ଦିନ ସକାଳୁ ଏହାକୁ ଧୋଇ ଦିଅନ୍ତୁ , ଏମିତି ନିୟମିତ କଲେ , ଆପଣଙ୍କ ପାଦ ଫାଟିବା କମ୍ ହୋଇପାରିବ ।

Leave a Reply

Your email address will not be published. Required fields are marked *