September 19, 2024

Odia Express

Leading Odia News Portal of Odisha

ଭଗବାନ ବିଷ୍ଣୁ ସ୍ୱରୁପ ଅଟନ୍ତି ସତ୍ୟ ନାରାୟଣ – ତାଙ୍କର ଏହି ଗୋଟିଏ କଥା ଶୁଣିଲେ ସବୁ ଅସୁବିଧାରୁ ସଂଗେ ସଂଗେ ମୁକ୍ତି ମିଳିଥାଏ…

କିଛି ଲୋକ ନିଜ ମନୋକାମନା ପୁରା ହେବାପରେ କିମ୍ବା କିଛି ଲୋକ ନିୟମିତ ରୁପରେ ଏହି କଥାକୁ ପାଠ କରନ୍ତି କିମ୍ବା ଶୁଣନ୍ତି , ପୂର୍ଣ୍ଣିମା ତିଥିରେ ବିଶେଷ ରୁପରେ ଭଗବାନ ବିଷ୍ଣୁ ଓ ତାଙ୍କର ସ୍ୱରୁପଙ୍କ ପୁଜା କରାଯାଏ , ସତ୍ୟନାରାୟଣ ବି ତାଙ୍କର ଏକ ସ୍ୱରୁପ ଅଟେ ,ଏହି କାରଣରୁ ପୁର୍ଣ୍ଣିମା ତିଥିରେ ତାଙ୍କର କଥା ଓ ପୂଜା କରିବାର ପରମ୍ପରା ପ୍ରଚଳିତ ଅଛି  |ତେବେ ଆଜି ଚାଲନ୍ତୁ ସେ ବିଷୟରେ ଜାଣିବା

 

କଣ ପାଇଁ କୁହାଯାଏ ସତ୍ୟନାରାୟଣଙ୍କ ଭଗବାନ ଙ୍କ କଥା : ଭଗବାନ ସତ୍ୟନାରାୟଣ ବିଷ୍ଣୁଙ୍କ ସ୍ୱରୁପ ଅଟନ୍ତି , ସ୍କନ୍ଦ ପୁରାଣ ଅନୁସାରେ ରେବାଖଣ୍ତ ଏହି କଥା ଉଲ୍ଲେଖ ଅଛି , ଏହି କଥା ସଂସ୍କୃତ ଭାଷାରେ ପ୍ରାୟ ୧୭୦ ଶ୍ଲୋକ ରେ କୁହାଯାଇଛି, କଥା ପାଞ୍ଚଟି ଅଧ୍ୟାୟରୁ ଅଛି , ଏଥିରେ ଦୁଇଟି ପ୍ରମୁଖ ବିଷୟ ଅଛି, ଏକ ଅଛି ସକଂଳ୍ପକୁ ଭୁଲିବା ଓ ଅନ୍ୟଟି ହେଲା ପ୍ରସାଦର ଅପମାନ କରିବା , ସତ୍ୟନାରାୟଣ କଥାରେ ଅଲଗା ଅଲଗା ଛୋଟ ଛୋଟ କାହାଣୀକୁ ମାଧ୍ୟମରେ କୁହାଯାଇଛି, ସତ୍ୟ ନାରାୟଣ ପାଳନ ନ କରିଲେ କେଉଁ ଭଳି ଅସୁବିଧାର ଆମର ଜୀବନରେ ଆସି ପାରେ । ସତ୍ୟର ପାଳନ କରିଲେ ଭଗବାନ ଭକ୍ତଙ୍କ ସହ ସାଥ୍ ଦିଅନ୍ତି ନାହିଁ , ଯେଉଁ ଲୋକ ସତ୍ୟର ସହ ଦିଅନ୍ତି ନାହିଁ ତାଙ୍କୁ ଭଗବାନ କ୍ରୋଧର ସାମ୍ନା କରିବାକୁ ପଡିଥାଏ , ଏହି କଥାରୁ ଆମେ ସତ କଥା କହିବା ଓ ମିଛ କହିବାରୁ ବଞ୍ଚିବାର ପ୍ରେରଣା ମିଳୁଛି ।

 

ସତ୍ୟନାରାୟଣ ଭଗବାନଙ୍କ ପୁଜା ପାଇଁ ଜରୁରୀ ଜିନିଷ : ସତ୍ୟ ନାରାୟଣ ପୁଜାରେ କଦଳୀର ପତ୍ର ଓ ଫଳର ବିଶେଷ ମହତ୍ତ୍ୱ ଅଛି , ଏହା ସହ ପଞ୍ଚାମୃତ , ସୁପାରୀ, ପାନ, ତେଲ , ମୋଲି ,ରୋଲି, କୁମକୁମ୍ ଦୁର୍ବା ଭି ରଖାଯାଏ , ପୁଜାରେ କ୍ଷୀର , ମହୁ ,କଦଳୀ ,ଗଙ୍ଗାଜଳ , ତୁଳସୀ, ମିଠା ମିଶାଇକରି ପଞ୍ଚାମୃତ କରାଯାଏ , ପ୍ରସାଦର ରୁପରେ ଉପମାର ଭୋଗ ଲଗାଯାଏ , ଏହି କଥାର ପାଠ କେଉଁ ବ୍ରାହ୍ମଣ ସାହାଯ୍ୟରେ ବିଧି ବିଧାନରେ କରିଲେ ଅଧିକା ବଢିଆ ହୋଇଥାଏ ।

Leave a Reply

Your email address will not be published. Required fields are marked *