September 16, 2024

Odia Express

Leading Odia News Portal of Odisha

ସୁଗର୍ ଓ ପାଇଲ୍ସ ପାଇଁ ରାମବାଣ ଚିକିତ୍ସା ଅଟେ ଏହି ପତ୍ର , ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର – ଥରକେ ରୋଗ ଜିବ ଦୁରେଇ..

ଚିକିତ୍ସାରେ ବହୁତ ସାରା ପଦ୍ଧତିଗୁଡିକ ଥିବା ସତ୍ତ୍ୱେ ଆଜି ଲୋକ ବି ଆୟୁର୍ବେଦ ଉପରେ ବିଶ୍ୱାସ ରଖନ୍ତି , ଆୟୁର୍ବେଦ ଚିକିତ୍ସା ବହୁତ ପୁରୁଣା ତରିକା ଅଟେ ,ଯେଉଁଥିରେ ପ୍ରକୃତିରୁ ମିଳୁଥିବା ଜିନିଷରୁ ରୋଗର ଚିକିତ୍ସା କରାଯାଏ , ପ୍ରକୃତିରୁ ମିଳୁଥିବା ଗଛ , ଚେର, ଫୁଲ ଫଳରୁ ବ୍ୟବହାର କରି ବଡ ବଡ ରୋଗ ଚିକିତ୍ସା କରାଯାଇପାରିବ , ଏହାର ସବୁଠାରୁ ବଡ ଖାସିୟତ ଏହାକି  ଏହାର ବ୍ୟବହାରରେ କୌଣସି ସାଇଡ୍ ଇଫେକ୍ଟ ହୁଏ ନାହିଁ , ସେମିତି ବଦଳୁଥିବା ଜୀବନ ଶୈଳୀ କାରଣରୁ ଆମ ମଧ୍ୟରେ ନାନାଦି ରୋଗ ଜନ୍ମ ନେଇଥାଏ , ଯେମିତି ସୁଗର ପରି ରୋଗ ଏକ ସବୁଠାରୁ ଅଧିକାଂଶ ଲୋକଙ୍କୁ ହୋଇଥାଏ , କୁହାଯାଏ କି ସୁଗର୍ ଓ ପାଇଲ୍ସ ରୋଗ ଯାହାକୁ ହେଲେ ବି ହୋଇଯାଇପାରେ , ଏହା ଶରୀରର ବିଭିନ୍ନ ପ୍ରକାରର ଅଙ୍ଗକୁ ପ୍ରଭାବିତ କରିଥାଏ , ଯେଉଁଥିରେ ଏକ ମହତ୍ତ୍ୱପୁର୍ଣ୍ଣ ଅଙ୍ଗ ହୋଇଥାଏ ହୃଦୟ ।

 

ସୁଗର୍ ଓ ପାଇଲ୍ସ ପରି ଗମ୍ଭୀର ରୋଗକୁ ଆପଣ ଘରେ ବସି ଚିକିତ୍ସା କରିପାଆରିବେ , ଏହାପାଇଁ ଆପଣଙ୍କୁ ମହଙ୍ଗା ଚିକିତ୍ସା କରିବାକୁ ପଡିବ ନାହିଁ , ଆପଣ ଏହାକୁ ପ୍ରାକୃତିକ ଉପାୟରେ କରିପାରିବେ , ସୁଗର ରୁ ରକ୍ଷା ପାଇବାକୁ ହେଲେ ଆପଣ ଆମ୍ବର କଅଁଳା ପତ୍ରକୁ ସକାଳୁ ୨ ଟା ଲେଖାଏଁ ଚୋବାଇକୁ ପଡିବ , କିନ୍ତୁ ଏହା ଆପଣଙ୍କୁ ନିୟମିତ ରୁପରେ କରିବାକୁ ହେବ , ଏହା ଦ୍ୱାରା ଆପଣଙ୍କ ସୁଗର୍ ଲେବୁଲ୍ କମ୍ ହେବାକୁ ଲାଗି , ତାହା ସହ ପାଇଲ୍ସ ପରି ରୋଗ ଦୂର ହୋଇଯିବ । ଆମ୍ବର ପତ୍ରରେ କେଫିଫ୍ ଏସିଡ୍ ପରି ଫିନୋଲିକ୍ , ମ୍ୟାଗ୍ନେଫେରିନ୍ ପଲିଫିନୋଲ୍ସ ଗୋଲିକ୍ ଏସିଡ୍, ଫ୍ଲେବୋନୋଇଡ୍ସ ଓ ବହୁତ ଅସ୍ଥାୟୀ ଯୌଗିକ ଘଟକ ମିଳିଥାଏ , ଏହା ମଧ୍ୟରେ ସବୁ ଗୁଣ ଆମ୍ବକୁ ଭଲ ଆଣ୍ଟି ଡାଇବେଟିକ୍ ଆଣ୍ଟି ଏକ୍ସିଡେଣ୍ଟ , ଆଣ୍ଟି ଆର୍ଲଜିକ୍ ପ୍ରାକୃତିକ ଉତ୍ପାଦ ବନାଇଥାଏ ।

 

ଆମ୍ବର ମଜା ଖରା ଦିନ ପାଇଁ ବହୁତ ବଢିଆ ହୋଇଥାଏ , କିନ୍ତୁ ଆମ୍ବର ମଧ୍ୟରେ ସାଧାରଣତଃ ଗ୍ଲୁକୋଜ୍ ମିଳିଥାଏ , ଯାହାକାରଣରୁ ସୁଗର୍ ରୋଗୀଙ୍କୁ ଏହା ବହୁତ ହାନିକାରକ ହୋଇଥାଏ , କିନ୍ତୁ ଆପଣ ଜାଣିଥିବେ କି ସୁଗର୍ ରୋଗୀଙ୍କୁ ଆମ୍ବ ଖାଇଲେ ହାନିକାରକ ହୋଇଥାଏ କିନ୍ତୁ ଆମ୍ବର ପତ୍ର ଖାଇଲେ ଏହା ଫାଇଦା ଦେଇଥାଏ , ଆମ୍ବର କଅଁଳ ପତ୍ରକୁ ଏକ ଗିନାରେ ପକାଇ ରଖିଦିଅନ୍ତୁ , ତାକୁ ସିଝାଇଲା ପରେ ସାରା ରାତି ଛାଡିଦିଅନ୍ତୁ , ତାପରେ ଏହି ପାଣିକୁ ସେବନ କଲେ ୨-୩ ମାସ ମଧ୍ୟରେ ଆପଣଙ୍କୁ ପରିଣାମ ମିଳିଯିବ । ଏମିତି ଆମ୍ବର ପତ୍ରକୁ ମହଜୁତ୍ ଟେନିନ୍ କାରଣରୁ ହୋଇଥାଏ , ଆମ୍ବର ପତ୍ରରୁ ବାହାରିଥିବା ଇନସୁଲିନ୍ ଓ ବ୍ଲଡ୍ ସୁଗର୍ ସ୍ତର ଘଟାଇଥାଏ ।

 

ଅନିୟମିତ ଦିନ ଚର୍ଚ୍ଚା କାରଣରୁ ପେଟରେ ଷ୍ଟୁଲ୍ ହୋଈଯାଏ , ଯାହାପରେ ଝାଡା ଗଳା ବେଳେ ପ୍ରବଳ ପୀଡା ହୁଏ , ଯାହା ଧିରେ ଧୀରେ ପାଇଲ୍ସର ରୁପ ନେଇଯାଏ , ଯଦି ଆପଣ ଆମ୍ବର ପତ୍ରକୁ ସେବନ୍ କରନ୍ତି ,ତେବେ ପାଇଲ୍ସ ପରି ରୋଗରୁ ମୁକ୍ତି ମିଳିପାରିବ , ହାଲକା ରଙ୍ଗର ଓ ଛୋଟ ଆକାରର ଆମ୍ବର ପତ୍ରକୁ ଛିଡାଇ ଏହାକୁ ଧୋଇ ନିଅନ୍ତୁ , ଓ ଏହାକୁ କାଟିକରି ଚୋବାନ୍ତୁ ।

 

ଆମ୍ବର ପତ୍ର ନା କେବଳ ସୁଗର୍ ଓ ପାଇଲ୍ସ ପାଇଁ ହିତକାରୀ ହୋଇନଥାଏ , ବରଂ ଏହାର ଛାଲ ଛୁଆଙ୍କ ଡିପଥିଆ ରୋଗର ରାମବାଣ ପରି କାମ କରିଥାଏ , ଛାଲର ରସକୁ ପାଣିରେ ମିଶାଇ ଗଳ ଗଳ କରିଲେ ଏହା ଅନେକ ରୋଗ ଦୁର କରିଥାଏ ।

Leave a Reply

Your email address will not be published. Required fields are marked *