September 12, 2024

Odia Express

Leading Odia News Portal of Odisha

କୁକୁଡାର ଗୋଡ ଖାଉଥିବା ୯୯ ପ୍ରତିଶତ୍ ଲୋକେ ଜାଣିନାହାନ୍ତି ଏହି କଥା , ଥରେ ନିଶ୍ଚିତ ପଢନ୍ତୁ ନହେଲେ ପଛରେ ହଇରାଣ ହୋଇପାରନ୍ତି..

ଯଦି ଆମେ ପୁରୁଣା ସମୟର କଥା କହିବା ତେବେ ଏହି କଥା ସମସ୍ତେ ଜାଣିଛନ୍ତି କି ପୁରୁଣା ସମୟରେ ବହୁତ ଲୋକ ପେଟ ଭରିବା ପାଇଁ କେବଳ ମାଂସର ସେବନ କରୁଥିଲେ , ସେହି ସମୟର ଲୋକଙ୍କ ପାଖରେ ଖାଇବାର ସୁବିଧା ବହୁତ କମ୍ ଥିଲା , ଯାହାକୁ ନେଇ ସେ କେବଳ ମାଂସର ସେବନ କରୁଥିଲେ , କିନ୍ତୁ ଆଜିର ସମୟରେ ଲୋକେ ନିଜର ଶାରରୀକ ଉନ୍ନତିକୁ ଦେଖି ମାଂସକୁ ସେବନ କରନ୍ତି , ଆଜିର ଯୁବପୀଢିଙ୍କ କଥା କହିଲେ ଯୁବା ବର୍ଗର ଲୋକେ କୁକୁଡା ଗୋଡ ଖାଇବା ପରିବର୍ତ୍ତେ ଚିକେନ୍ ଖାଇବାକୁ ପସନ୍ଦ କରୁଛନ୍ତି , ଏଥିପାଇଁ କାରଣ ତାହା ତାଙ୍କୁ ସ୍ୱାଦିଷ୍ଟ ଲାଗିଥାଏ , ଆଜି ଆମେ ଆପଣଙ୍କୁ କୁକୁଡା ଗୋଡ ଖାଈବା ବିଷୟରେ କିଛି କହିବୁ , ଦେଶରେ ଅଧିକାଂଶ ଲୋକେ ମାଂସ ଖାଉଥିବା ସମୟରେ କୁକୁଡା ଗୋଡ ଖାଇବାକୁ ଭୁଲିଯାଆନ୍ତି ।

 

କହିଦେବୁ କି କୁକୁଡା ଗୋଡରେ ବହୁତ ପୋଷକ ତତ୍ତ୍ୱ ଭରପୁର ଅଛି । ପ୍ରକୃତରେ ଏହି ତତ୍ତ୍ୱ ଆପଣଙ୍କ ଶରୀର ପାଇଁ ବହୁତ ଫାଇଦାଦାୟକ ଅଟେ , ଏବେ ସେମିତି ଏହି କଥା ସତ କି ଯେଉଁ ଲୋକେ କୁକୁଡାର ଚିକେନ୍ ଖାଆନ୍ତି , ସେମାନେ ତାର ଗୋଡକୁ ବିନା ଖାଇ ଛାଡିଦିଅନ୍ତି , କହିଦେବୁ କି କୁକୁଡାର ଗୋଡରେ ବହୁ ପରିମାଣର ଉର୍ଜା ମିଳିଥାଏ । ହଁ ଆଜ୍ଞା ଏଥିରେ ଭରପୁର ମାତ୍ରାରେ ଉର୍ଜା ମିଳିଥାଏ ,

 

ବହୁତ କମ୍ ଲୋକେ ଏହି କଥାକୁ ଜାଣିଛନ୍ତି କୁକୁଡାର ଗୋଡରେ କ୍ୟାଲସିୟମ ଓ ପ୍ରୋଟିନ୍ ଉଚ୍ଚ ମାତ୍ରାରେ ରହିଥାଏ , ଯାହା ଆମ ଶରୀରର ହାଡକୁ ମଜବୁତ କରିଥାଏ । ଯଦି ହାଡ ମଜବୁତ ହେବ ତେବେ କାମ କରିବା ଶକ୍ତି ବଢିଯିବ , ଆଜି କାଲିର ସମୟରେ ଯୁବା ବର୍ଗଙ୍କୁ ବହୁତ ଉର୍ଜା ଦରକାର ପଡିଥାଏ । ଏହା ଦ୍ୱାରା ଆଣ୍ଠୁ ଗଣ୍ଠି ବାତ ବି ଦୂର ହୋଇଯାଏ , ସେଥିପାଇଁ କୁକୁଡା ଗୋଡକୁ ଖାଇବା ଆରମ୍ଭ କରିଦିଅନ୍ତି ତେବେ ଏହା ଆପଣଙ୍କ ଶାରରୀକ ଉର୍ଜା ବଢିଯିବ । ଓ ଏହା ଦ୍ୱାରା ଶକ୍ତି ମିଳିବ ।

 

ସେମିତି ଆଜି କାଲିର ଲୋକେ ଭେଜ୍ ଫୁଡ୍ ଖାଇବା ପରିବର୍ତ୍ତେ ନନ୍ ଭେଜ୍ ଖାଇବା ଅଧିକା ପସନ୍ଦ କରନ୍ତି , ଯଦି ଆପଣ ଚିକେନ୍ ସହ କୁକୁଡାର ଗୋଡ ସେବନ କରିବେ  ,ତେବେ ଅଧିକା ଫାଇଦା ମିଳିବ , ଏବେ ଆଜି ଠାରୁ ଆପଣଙ୍କୁ କୁକୁଡାର ଗୋଡ ବିଷୟରେ ବେଶି ଜଣାନଥିଲା , ଯଦି ଆପଣ ନନ୍ ଭେଜ ସେବନ କରୁନାହାନ୍ତି ତେବେ ଏହି କଥା ଆପଣଙ୍କ ପାଇଁ ଜରୁରୀ ନୁହେଁ କିନ୍ତୁ ଯଦି ଆପଣ ଖାସକରି ନନ୍ ଭେଜ ଖାଉଛନ୍ତି ତେବେ ଏହା ପାଇଁ ଆପଣଙ୍କୁ କୁକୁଡା ଗୋଡ ଖାଇବା ବହୁତ ଲାଭ ଦାୟକ ହେବ ।

Leave a Reply

Your email address will not be published. Required fields are marked *