September 18, 2024

Odia Express

Leading Odia News Portal of Odisha

ଯେବେ IAS ଇଣ୍ଟରଭ୍ୟୁରେ ଝିଅକୁ ପଚାରାଗଲା ଏହି ଅଜବ ପ୍ରଶ୍ନ – ତେବେ ଝିଅଟି ଦେଲା ଏପରି ଜବାବ ଯେ ସମସ୍ତେ ଚକିତ ହେଇ ରହିଗଲେ..

ପାଠ ପଢା ଶେଷ ପରେ ପ୍ରତିଯୋଗୀ ପରୀକ୍ଷା ଦିଆଯାଏ । ଏହି ପ୍ରତିଯୋଗୀ ପରୀକ୍ଷାରେ ବହୁତ ପର୍ଯ୍ୟାୟ ହୋଇଥାଏ , ଯାହାର ସବୁ ପର୍ଯ୍ୟାୟକୁ ପାସ୍ କରିବା ଜରୁରୀ ହୋଇଥାଏ , ଏହି ପ୍ରତିଯୋଗୀ ପରୀକ୍ଷାରେ ଅନ୍ତିମ ଚରଣରେ ଇଣ୍ଟରଭ୍ୟୁ ହୋଇଥାଏ । ଲିଖିତ ପରୀକ୍ଷାରେ ଲୋକେ ବହୁତ ଲୋକ ପାସ୍ ହୋଇଯାଆନ୍ତି , କିନ୍ତୁ ଇଣ୍ଟରଭ୍ୟୁ ସମୟରେ ଫେଲ୍ ହୋଇଯାଆନ୍ତି  କାରଣ ଇଣ୍ଟରଭ୍ୟୁ ପ୍ରଶ୍ନ କେଉଁ ବହିରେ ମିଳିନଥାଏ , ଏହି ପ୍ରଶ୍ନ ଗୁଡିକ ନିଜ ମାଇଣ୍ତର ବ୍ୟବହାର କରି ଦିଆଯାଏ ।

 

ଇଣ୍ଟରଭ୍ୟୁରେ ପ୍ରଶ୍ନ ଗୁଡିକ ବହୁତ ସାଧାରଣ ହୋଇଥାଏ କିନ୍ତୁ ଏହାର ଜବାବ ବହୁତ ଟ୍ରିକି ହୋଇଥାଏ , ଯାହାର ଜବାବ ଦେଇପାରିବା ସମସ୍ତଙ୍କ ହାତରେ ନଥାଏ । ପ୍ରତିଯୋଗୀ ପରୀକ୍ଷାରେ ପରିକ୍ଷାର୍ଥୀ ଏତେ କଷ୍ଟ କରି ଲିଖିତ ପରୀକ୍ଷା ପାଶ୍ କରନ୍ତି କିନ୍ତୁ ଇଣ୍ଟରଭ୍ୟୁ ସମୟରେ ଫେଲ୍ ହୋଇଯାଆନ୍ତି । ଏହି କଥାକୁ ଧ୍ୟାନ ରଖିବାର ଅଛି କି ଇଣ୍ଟରଭ୍ୟୁ ସମୟରେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ କେଉଁ ବହିରୁ ଦେଖିକରି ନୁହେଁ , ଏହା ନିଜ ସାଧାରଣ ଜ୍ଞାନରୁ ପଚାରାଯାଇଥାଏ ।

 

ବହୁତଥର ଇଣ୍ଟରଭ୍ୟୁରେ ପଚାରାଯାଇଥିବା ପ୍ରଶ୍ନଗୁଡିକ ଶୁଣିବାକୁ ଟିକେ ଅଜବ ଲାଗିଥାଏ , ଓ ବୁଝିପାରିନଥାନ୍ତି କି କିପରି ତାହାର ଉତ୍ତର ଦେବେ , ଓ ତାହା ଏପରି ପ୍ରଶ୍ନ ହୋଇଥାଏ ଯାହା ଦ୍ୱାରା ଆପଣଙ୍କୁ ତାଙ୍କୁ ଗାଳି ଦେବାର ମନ ହେବ , କିନ୍ତୁ ଇଣ୍ଟରଭ୍ୟୁ କରୁଥିବା ଲୋକ ଏହା ପଛରେ କିଛି କାରଣ ହୋଇଥାଏ , ଆସନ୍ତୁ ଜାଣିବା କିଛି ପ୍ରଶ୍ନଗୁଡିକ ଯାହା ବହୁତଥର ଇଣ୍ଟରଭ୍ୟୁରେ ପଚାରାଯାଇଥାଏ ,

 

୧) ଆପଣ ଗୋଟେ ହାତୀକୁ ଗୋଟେ ହାତରେ କିପରି ଉଠାଇବେ ।  ଉତ୍ତର : ଏମିତି କେଉଁ ହାତୀ ନାହିଁ ଯାହାର ହାତ ଥିବ

୨) ଯଦି ଆପଣ ସକାଳୁ ଉଠିବା ପରେ ଆପଣଙ୍କୁ ଜଣାଯାଏ କି ଆପଣ ଗର୍ଭବତୀ ଅଛନ୍ତି ତେବେ ସର୍ବ ପ୍ରଥମେ କଣ କରିବେ ? ଉତ୍ତର : ଏହା ଶୁଣି ମୁଁ ଖୁସି ହୋଇଯିବି, ଓ ସବୁଠାରୁ ପ୍ରଥମେ ଏହି ଖୁସି ଖବର ମୋର ସ୍ୱାମୀଙ୍କୁ ଓ ପୁରା ପରିବାରକୁ ସେଲିବ୍ରେଟ୍ କରିବି ।

୩) କଣ ଆପଣଙ୍କ ବାହାଘର ପୁର୍ବରୁ କାହା ସହ ଶୋଇପାରିବେ ? ଉତ୍ତର : ହଁ ମୋର ପରିବାରର ଯେ କୌଣସି ସଦସ୍ୟଙ୍କ ସହ ଶୋଇପାରିବି , କାରଣ ନିଜ ପରିବାର ସହ ଶୋଇବା କେଉଁ ଭୁଲ୍ କଥା ନୁହେଁ ।

 

୪) ଶରୀରର କେଉଁ ଅଙ୍ଗ ଅଛି ଯାହା ଜନ୍ମ ପରେ ଆସେ ଓ ମୃତ୍ୟୁର ପୁର୍ବରୁ ଚାଲିଯାଏ ? ଉତ୍ତର : ଆମର ଦାନ୍ତ ଜନ୍ମ ପରେ ଆସିଥାଏ , ଓ ମୃତ୍ୟୁ ପୂର୍ବରୁ ଭାଙ୍ଗିଯାଏ ।

୫) ଘସି ଘସି କରି ଠିଆ କରିଦେଲ , ଓ ଛେପ ପକାଇ ପଶେଇ ଦେଲ ? ଉତ୍ତର : ଛୁଞ୍ଚିରେ ସୁତା ।

ଏହିପରି ପ୍ରଶ୍ନ ଶୁଣିକରି କିଛି ଅଜବ ଭାବନା ଆସିବାକୁ ଲାଗେ , କିନ୍ତୁ ଏହି ପ୍ରଶ୍ନଗୁଡିକ ବହୁତ ଟ୍ରିକି ହୋଇଥାଏ , ଏହି ପ୍ରଶ୍ନଗୁଡିକ ଶୁଣିକରି ଓ ବୁଝିକରି ଉତ୍ତର ଦେବା ଉଚିତ୍ , କାରଣ ଏହି ପ୍ରଶ୍ନଗୁଡିକ ଦେଖିକରି ଆପଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିଏବ୍ , ଲିଖିତ ପରୀକ୍ଷାରେ ପରିଶ୍ରମ କରି ପାସ୍ ହୋଇଗଲେ , ଏବେ ଟିକେ ମାଇଣ୍ତ ଖର୍ଚ୍ଚ କରି ଏହି ପ୍ରଶ୍ନଗୁଡିକ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *