September 16, 2024

Odia Express

Leading Odia News Portal of Odisha

ଯଦି କେଉଁ କାମରେ ଭାଗ୍ୟ ଆପଣଙ୍କ ସାଥ୍ ଦେଉନାହିଁ ତେବେ ଘରୁ ବାହାରିବା ବେଳେ ଏହି କାମକୁ ନିଶ୍ଚିତ କରିନିଅନ୍ତୁ , ଆପଣଙ୍କ ସବୁ କାମ ସଫଳ ହେଇଯିବ..

ଧନୀ ହେଉ ବା ଗରିବ ସବୁ ବ୍ୟକ୍ତିର ଜୀବନରେ କିଛି ନା କିଛି ଅସୁବିଧା ଆସିଥାଏ , କିନ୍ତୁ ଆମ ମଧ୍ୟରେ କିଛି ଲୋକ ଏପରି ଥାନ୍ତି , ଯାହାଙ୍କ ଅସୁବିଧା କେବେ ଶେଷ ହୋଇନଥାଏ , ତାଙ୍କ ଜୀବନରେ ଅସୁବିଧା କେବେ ଶେଷ ହେବାକୁ ନାଁ ନିଏନି , ତାଙ୍କର ଖରାପ ଭାଗ୍ୟ ତାଙ୍କୁ ସବୁବେଳେ ଅସୁବିଧାରେ ପକାଇଥାଏ , ବହୁତଥର ବ୍ୟକ୍ତିଙ୍କ ଗ୍ରହ ନକ୍ଷତ୍ର ତାଙ୍କ ସାଥ୍ ଦିଏ ନାହିଁ , ଓ କେଉଁ କାମରେ ସଫଳତା ମିଳିପାରେ ନାହିଁ , ସେ କେଉଁ ଶୁଭ କାର୍ଯ୍ୟରେ ଭଲ ଫଳ ପାଇପାରନ୍ତି ନାହିଁ ।

 

ସୁଚନା ଅନୁସାରେ ଯଦି କେଉଁ ବ୍ୟକ୍ତି ସହ ଏହି ଅସୁବିଧା ହେଉଛି ତେବେ ଏହି ଛୋଟ ଛୋଟ ତନ୍ତ୍ର ବିଦ୍ୟାରେ ଠିକ୍ କରାଯାଇପାରେ , ଏମିତି କୁହାଯାଏ କି ଯଦି କେଉଁ ବ୍ୟକ୍ତି ଏହି ଉପାୟ ଗୁଡିକ ଘରୁ ବାହାରିଲା ସମୟରେ କରିଥାଏ ତ ତେବେ ତାକୁ ସବୁ କାର୍ଯ୍ୟରେ ସଫଳତା ହାସିଲ୍ ହୁଏ , ଏହି ଉପାୟ ଲବଙ୍ଗ, କ୍ଷୀର, ଦହି, କଳା ମରିଚ ସହ କରାଯାଇଥାଏ , ଏହି ଉପାୟ ଗୁଡିକ କରିବା ଦ୍ୱାରା ଭାଗ୍ୟ ବଦଳିଯାଇଥାଏ , ଓ ଧନ ଲାଭ ହେବାକୁ ଲାଗିଥାଏ । ସବୁ ବ୍ୟକ୍ତି ଯେବେ କେଉଁ କାମ କରିଥାଏ ତେବେ ସେ ଚାହିଁଥାଏ କି ତାକୁ ସଫଳତା ମିଳୁ ।

 

କିନ୍ତୁ ଏହା କଟୁ ସତ୍ୟ ଅଟେ କି ଭାଗ୍ୟ ସବୁ ବ୍ୟକ୍ତି ଉପର ବାଲା ମେହେରବାନ ହୁଅନ୍ତି ନାହିଁ , କାହାର ନା କାହାର ଭାଗ୍ୟ ତାହାର ସାଥ୍ ଦେଇଥାଏ , ବହୁତଥର ବ୍ୟକ୍ତି ଜୀବନରେ ଦୁର୍ଭାଗ୍ୟ କାରଣରୁ ଏହି ସବୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ , ଯଦି ଆପଣ କେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଚିନ୍ତା କରିବା ପରିବର୍ତ୍ତେ ଏହି ଉପାୟ ଗୁଡିକ କରନ୍ତୁ , ଆଜି ଆମେ ଆପଣଙ୍କୁ ତନ୍ତ୍ରଗୁଡିକ ବିଷୟରେ କିଛି ସହଜ ଉପାୟ ଗୁଡିକ କହିବୁ ,ଯାହାକୁ କରିବାପରେ ଆପଣଙ୍କୁ ନିଶ୍ଚିତ ସଫଳତା ମିଳିପାରିବ ,

 

ଏମିତି କୁହାଯାଏ କି ଯେଉଁ ବ୍ୟକ୍ତିଙ୍କ ଜୀବନରେ ଏହି ସବୁ ଅସୁବିଧାଗୁଡିକ ଓ ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡିଥାଏ , ତେବେ ଘରୁ ବାହାରିଲା ସମୟରେ ନିଜ ପାଖରେ ୫ ଟି ଲବଙ୍ଗ, ନିଜ ପର୍ସରେ ରଖିନେବା ଉଚିତ୍ , ଏମିତି କରିଲେ ବ୍ୟକ୍ତିର ସବୁ ବିଗିଡି ଯାଇଥିବା କାମ ହୋଇଯିବ , ଓ ସବୁ କ୍ଷେତ୍ରରେ ସଫଳତା ମିଳିବ ।

ତନ୍ତ୍ର ଦ୍ୱାରା ଏହି ଉପାୟ ଗୁଡିକ ଏକ କଳା ମରିଚ ଦ୍ୱାରା ସଫଳ ହୋଇ ପାରିବ , ଯାହା ବହୁତ କାରିଗରି ବୋଲି ମାନାଯାଇଛି, ଘର ଅଗଣାରୁ ବାହାରିଲେ କଳା ମରିଚ ଦାନା ପକାଇଦିଅନ୍ତୁ , ଘରୁ ବାହାରିଲେ ପ୍ରଥମେ ତାଙ୍କ ଉପରେ ପାଦ ପକାଇ ବାହାରିଯାଆନ୍ତୁ , ଓ ପଛକୁ ବୁଲି ଅନାନ୍ତୁ ନାହିଁ ।

 

ଆମ ଭାରତୀୟ ପରମ୍ପରା ଏକ ପ୍ରାଚୀନ ପରମ୍ପରା ଅଟେ , ଏହା ଆପଣ ନିଜ ଘରେ କିମ୍ବା ବାହାରେ କେଉଁଠି ହେଉଥିବାର ଦେଖିଥିବେ , ସୁଚନା ମୁତାବିକ ଯେବେ ଘରୁବାହାରିବେ ତେବେ ବଡ ବୟସ୍କ ଲୋକଙ୍କ ଆଶିର୍ବାଦ ନେଇକରି ବାହାରନ୍ତୁ , ତାହା ସହ ଦହି ଚିନି ଖାଇକରି ଘରୁ କେଉଁ ଶୁଭ କାର୍ଯ୍ୟ ପାଇଁ ବାହାରନ୍ତୁ , ଏହା ଦ୍ୱାରା ସଫଳତା ମିଳିପାରିବ ।

ଯଦି ଆପଣ କେଉଁ କାମକୁ ବାରମ୍ବାର କରୁଛନ୍ତି , ଓ ସେହି କାମରେ ବାରମ୍ବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି , ତେବେ ଚିନ୍ତା କରିବା ଦରକାର ନାହିଁ , ଆଗାମୀ ଥର ଘରୁ ବାହାରିଲେ ନିଜ ହାତରେ କଞ୍ଚା କ୍ଷୀରରେ ଧୋଇଦିଅନ୍ତୁ , ଅଟକିରହିଥିବା କାମ ଜଲଦି ହୋଇଥିବ , ତାହା ପୁରା ହୋଇଯିବ ,

 

Leave a Reply

Your email address will not be published. Required fields are marked *