September 12, 2024

Odia Express

Leading Odia News Portal of Odisha

ଦାରିଦ୍ରତାର ଦିନ କାଟୁଛନ୍ତି ସଲମାନଙ୍କ ଚାଚା, ଛୁଆବେଳରୁ ସଲମାନଙ୍କୁ ଖୁଆଉଥିଲେ ଆଳୁର ପରଟା..

ଜନ୍ମ ହେବା ଦିନରୁ ଲୋକପ୍ରିୟତା ହାସିଲ୍ କରୁଥିବା ଲୋକଙ୍କୁ ଷ୍ଟାର୍ କିଡ୍ କହନ୍ତି , ସେ କେଉଁ ବଡ ବିଜନେସ୍ ମ୍ୟାନ୍ ଙ୍କ ଛୁଆ ହେଉ କିମ୍ବା ଯାହାକୁ ଘରେ ବସି ବାପା କିମ୍ବା ଦାଦାଙ୍କ ସମ୍ପତ୍ତି , କିନ୍ତୁ କିଛି କଳାକାର ଅଛନ୍ତି ଯାହାଙ୍କ ମଧ୍ୟରୁ ଜଣେ ଅଟନ୍ତି ସଲମାନ ଖାଁ , ଯାହାଙ୍କୁ ବଲିଉଡ୍ ର ଆକ୍ଟର ହିସାବରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ , କିନ୍ତୁ ତାପରେ ଲେଖାକାର ହୋଇଗଲେ , ମୂଲ ରୁପରୁ ସେ ମଧ୍ୟପ୍ରଦେଶର ଅଟନ୍ତି , ଓ ଇନ୍ଦୋର ଗ୍ୱାଲିୟରରେ ତାଙ୍କ ଛୁଆ ହୋଇଥିଲା ଓ ପରିବାର ବଢିଲା , ସେହି ସମୟରେ ତାଙ୍କର ଭିଣେଇ ତାଙ୍କୁ ଜଣେ ବିଶ୍ୱସ୍ତ ଲୋକ ଦେଇଥିଲେ , ଯାହାଙ୍କୁ ସଲିମ୍ ଖାଁ ଙ୍କ ଛୁଆଙ୍କର ଖାସକରି ଦେଖାଶୂଣା କଲେ , ସଲମାନ ଓ ତାଙ୍କର ଭାଇ ଭଉଣୀ ତାଙ୍କୁ ଚାଚା କହି ଡାକୁଥିଲେ , କିନ୍ତୁ ଆଜି ସେ ଦାରିଦ୍ର ସୀମାରେଖାରେ କାଳତିପାତ କରୁଛନ୍ତି , ସଲମାନଙ୍କ ଚାଚା ଆଜି ଗୁଡ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ।

 

ବଲିଉଡ୍ ଷ୍ଟାର୍ ସଲମାନ ଖାଁଙ୍କ ଜନ୍ମ ମଧ୍ୟପ୍ରଦେଶର ଇନ୍ଦୋରରେ ହୋଇଥିଲା , ଏଠାରେ ତାଙ୍କର ପୂରା ଛୁଆବେଳର ସମୟ କଟିଛି , ଛୁଆବେଳରେ ଯେଉଁ ଅଖତର ମିଆଁଙ୍କ ହାତରୁ ସେ ଆଳୁର ପରଠା ଖାଇବାକୁ ଜିଦ୍ କରିଥିଲେ ଆଜି ତାଙ୍କର ଅବସ୍ଥା ବହୁତ ଅସୁବିଧାରେ ଗତି କରୁଛି , ଅଖତର ମିଆଁ ସଲମାନଙ୍କ ସହ ୧୯୮୯ ରେ ଆସିଥିବା ଫିଲ୍ମ ମୈନେ ପ୍ୟାର୍ କିୟା ପର୍ଯ୍ୟନ୍ତ ସାଙ୍ଗରେ ଥିଲେ । ଭୋପାଳରେ ଚର୍ଚ୍ଚିତ ଏକ ଖବରକାଗଜ , ପିପୁଲ୍ସ ସମାଚାରର ରିପୋର୍ଟ ମୁତାବିକ , ଅଖତର ମିଆଁ ଏହି ଦିନ ଭୋପାଳରେ ଏକ ଛୋଟ ସହରରେ ନିଜ ଜୀବନ କାଟୁଛନ୍ତି , ଗୁଡ ବିକ୍ରି କରି ତାଙ୍କ ଗୁଜୁରାଣ ମେଣ୍ଟାଉଛନ୍ତି , ଅଖତର ମିଆଁଙ୍କ ଇଚ୍ଛା ଅଛି କି ସେ ଆଉଥରେ ସଲମାନ ଖାଁଙ୍କୁ ଦେଖାକରିନିଅନ୍ତୁ , ଅଖତରଙ୍କ ରିପୋର୍ଟ ମୁତାବିକ , ସଲମାନଙ୍କୁ ନିଜ ହାତରେ ସେ ଆଳୁର ପରଟା ଖୁଆଉଥିଲେ ଯାହାକି ସଲମାନଙ୍କୁ ବହୁତ ପସନ୍ଦ ଥିଲା , ରିପୋର୍ଟର ମୁତାବିକ ସଲମାନ ଖାନ୍ ଙ୍କ ଜନ୍ମ ପୂର୍ବରୁ ତାଙ୍କ ମା ସୁଶୀଳା ଚରକ ମାନେ ସଲମାନ ଖାଁଙ୍କୁ ମୁମ୍ବାଇରୁ ଇନ୍ଦୋଇ ଆଣିଥିଲେ । ଏବେ ସଲମାନଙ୍କୁ ଜଣାନାହିଁ କି ଅଖତର ମିଆଁ ଭୋପାଳରେ ରହୁଛନ୍ତି ।

 

ଏହି ସବୁ କଥାର ଖୁଲାସା ଅଖତର ମିଆଁ ଏକ ଖବରକାଗଜ ମାଧ୍ୟମରେ କରିଥିଲେ , ସେ ଏହା ବି କହିଥିଲେ କି ଯେବେ ଛୁଆବେଳରେ ସଲମାନ ଏଠାରେ ରହୁଥିଲେ ତେବେ ସେ ଅଖତାର ଚାଚାଙ୍କ ହାତକୁ ଖାଇବା ଖାଉଥିଲେ , ତାଙ୍କ ସହ ଖେଳିବା , କଥାବାର୍ତ୍ତା ହେବା , ଓ ତାଙ୍କ ହାତରୁ ଖାଦ୍ୟ ଖାଇବା ବହୁତ ଅଧିକା ପସନ୍ଦ ଆସୁଥିଲା । ଅଖତର ମିଆଁ କହିଲେ କି ଯେବେ ସଲମାନଙ୍କ ବ୍ଲକବଷ୍ଟର୍ ଫିଲ୍ମ ମୈନେ ପ୍ୟାର୍ କିୟା ରିଲିଜ୍ ହେଲା , ତେବେ ସେ ସେଠାରେ ଥିଲେ , ଏହା ପରେ ସେ ରୋଗାଗ୍ରସ୍ତ ହେବାକୁ ଲାଗିଲେ ,  ଓ ସେ ମୁମ୍ବାଇରୁ ଭୋପାଳ ଫେରିଆସିଲେ ,

 

ଅଖତର ମିଆଁ ଭୋପାଳ ଫେରିଆସିବା ପରେ କେବେ ମୁମ୍ବାଇ ଯାଇନଥିଲେ , ଅଖତର ସହ କଥାବାର୍ତ୍ତାରେ ଅଖତର ମିଆଁ କହିଲେ କି ଆଜି ସେ ଛୋଟ ମୋଟ କାମ କରି ନିଜ ବ୍ୟବସାୟ ଜାରି ରଖିଛନ୍ତି , ସଲିମ୍ ଖାଁ ଙ୍କ ଘରେ ଚାକିରି ମିଳିବାପରେ ଅଖତର ମିଆଁ କିଛି କଥା କହିଥିଲେ , ସେ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ କହିଲେ କି ମଧ୍ୟପ୍ରଦେଶର ରାୟସେନ ପାଖରେ ହମିଦ୍ ଖାଁ ଖଡେରେ ପାଖରେ ସେ କାମ କରୁଥିଲେ , ହମିଦ୍ ଖାଁ ସଲିମ୍ ଖାନ୍ ଙ୍କ ଭିଣେଇଥିଲେ , ଓ ଯେବେ ସେ ଇନ୍ଦୋର୍ ସିଫ୍ଟ୍ ହେଲେ ତେବେ ଅଖତର ମିଆଁ ସଲିମ୍ ଖାଁଙ୍କ ଘର ଇନ୍ଦୋରରେ ପହଞ୍ଚିଥିଲେ , ସଲମାନଙ୍କ ଘର ଅଖତର ମିଆଁ କାମ କରିଥିଲେ କିନ୍ତୁ ତାଙ୍କ ପରିବାର ପରି ରହୁଥିଲେ , ସଲମାନଙ୍କ ଦେଖାଶୁଣା କରିବାର ଦାୟିତ୍ୱ ତାଙ୍କ ଉପରେ ଥିଲା ।

Leave a Reply

Your email address will not be published. Required fields are marked *