October 18, 2024

Odia Express

Leading Odia News Portal of Odisha

କିଏ ସେହି ଲୋକ ଯାହାକୁ ସଲମାନ ଜୀବନରେ ମାରି ଦେବାକୁ ଚାହୁଁଥିଲେ , ଯାହାଙ୍କୁ ଆଜି ପର୍ଯ୍ୟନ୍ତ ବହୁତ ଭଲ ପାଉଛନ୍ତି..

ବଲିଉଡ୍ ରେ ଭାଇଜାନଙ୍କୁ ଦବଙ୍ଗ ବୋଲି ଖାଲି ଟାରେ କୁହାଯାଇନାହିଁ , ସଲମାନ ରିଅଲ୍ ଲାଇଫ୍ ରେ ଯେତେ ଆକ୍ସନ ଓ ଷ୍ଟଣ୍ଟ କରନ୍ତି ସେ ନିଜ ଜୀବନରେ ଆକ୍ସନ ମୋଡ ନିଅନ୍ତି , ସଲମାନ ଏହି କିଛି ଦିନ ହେବ ଭାରତ ଫିଲ୍ମର ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି , ଓ ଏହି ଫିଲ୍ମରେ କ୍ୟାଟରିନା ଅଛନ୍ତି । ଫିଲ୍ମର ଟିଜରରେ ସଲମାନ ବହୁତ ଧୁଆଁଧାର ଆକ୍ସନ କରୁଥିବାର ନଜର ଆସିଛନ୍ତି । ଏକ ଚ୍ୟାଟ୍ ଶୋରେ ସଲମାନ ଭାରତ ବିଷୟରେ ବହୁତ କିଛି କଥା ବାର୍ତ୍ତା ହୋଇଥିଲେ,  ଓ ନିଜ ଜୀବନ ବିଷୟରେ କଥା ହୋଇଥିଲେ,  ଏହି ସମୟରେ ସଲମାନ କହିଲେ ତାଙ୍କ ଜୀବନରେ କିଛି ଏମିତି ହୋଇଥିଲା କି ସେ ତାଙ୍କୁ ଦେଖା ଦେଲେ ସେ ତାଙ୍କୁ ଜୀବନରେ ମାରିଦେବେ ।

 

ସଲମାନଙ୍କ ବହୁତ ଶତ୍ରୁ ଅଛନ୍ତି , ଓ ବହୁତ ଲୋକଙ୍କ ସହ ସଲମାନଙ୍କ ମେଳ ହୁଏ ନାହିଁ , କିନ୍ତୁ ଏମିତି କେହି ବି ବ୍ୟକ୍ତି ନାହାଣ୍ତି , ଯିଏ ସଲମାନଙ୍କ ଜୀବନ ନେଇଯିବା ପାଇଁ କଥା କହିଥିବେ , ଏମିତି ପ୍ରଶ୍ନ ଉଠେ କି କାହା ଉପରେ ସଲମାନ ଅଧିକ ରାଗିଛନ୍ତି , କହିଦେବୁ କି ସଲମାନ ସେହି ଫଟୋଗ୍ରାଫରଙ୍କ ଉପରେ କଥା କହିଥିଲେ ଯିଏ ତାଙ୍କ ବିନା ଅନୁମତିରେ ତାଙ୍କ ଫଟୋ ଉଠାଇବାକୁ ଲାଗନ୍ତି , ସଲମାନ କହିଲେ ସବୁ ଜାଗାରେ ଲୋକେ ମୋର ଫଟୋ ଉଠାଇବାକୁ ଲାଗନ୍ତି , ମୁଁ ସୁଟିଂଙ୍ଗ୍ କରୁଛି , କାରରେ କେଉଁଆଡେ ଯାଉଛି , ତେବେ ଲୋକେ ମୋତେ ନ କହି ଫଟୋ ଉଠାଇନିଅନ୍ତି ।

 

ସଲମାନ କହିଲେ ଯଦି ଭାଇଜାନଙ୍କ ଫଟୋ ଉଠାଇବାର ଅଛି ଉଠାଇନିଅ , କିନ୍ତୁ ଥରେ ମାତ୍ର କହିଦିଅ , ସେ ସଫା ସଫା କହିଦେଲେ କି ମୋବାଇଲ୍ କ୍ୟାମେରାରେ ମୋତେ ନ କହି ଫଟୋ ଉଠାଇବା ବାଲା ମୋତେ ମିଳିଗଲେ ମୁଁ ତାର ଜୀବନ ନେଇଯିବି , ଫଟୋଗ୍ରାଫର୍ ବହୁତ ଷ୍ଟାର୍ ଙ୍କୁ ବିନା କହି ଫଟୋ ଉଠାଇନିଅନ୍ତି , ବହୁତଥର ଲିକ୍ ଫଟୋ ବହୁତ ବଡ ହଙ୍ଗାମା ହୋଈଯାଏ , କିନ୍ତୁ ବହୁତ ଷ୍ଟାର୍ ଅଛନ୍ତି ଯିଏକି ଖୋଲିକରି କିଛି କହିପାରନ୍ତି ନାହିଁ । ସେମିତି ଅନ୍ୟ ପଟେ ସଲମାନ ଖୋଲା ରୁପରେ ଚେତାବନୀ ଦେଇଥିଲେ କି ବିନା ଅନୁମତିରେ ଫଟୋ ଉଠାଇପାରିବେ ନାହିଁ , ୨୦୧୩ ରେ ରଣବୀର କାପୁର ଓ କ୍ୟାଟରିନାଙ୍କ ମଧ୍ୟରେ ମସ୍ତି କରୁଥିବା କିଛି ଫଟୋ ଭାଇରାଲ୍ ହୋଇଯାଈଥିଲା , ଯାହା ଉପରେ ବହୁତ ହଙ୍ଗାମା ହୋଇଥିଲା , ସଲମାନଙ୍କୁ ଯେବେ ଏହି ବିଷୟରେ ପଚାରାଯାଇଥିଲା , ତେବେ ସେ କିଛି ଏପରି ରିଆକ୍ସନ୍ ଦେଇଥିଲେ , ସେ ଏହା ମାନିବାକୁ ରାଜିନଥିଲେ କି ସେ ବିକନିରେ କ୍ୟାଟରିନାଙ୍କୁ ଦେଖିଛନ୍ତି , ଏହାପରେ ସେ କହିଲେ କି ଯଦି ଏପରି ହୋଇଥାଏ , ତେବେ କାହାର ପ୍ରାଇଭେଟ୍ ଫଟୋ ବାହାର କରିବା ଭୁଲ୍ ଅଟେ , ଯିଏ ମସ୍ତି କୁଅରୁଛି ତାହାର ଫଟୋ ସାମନାକୁ ଆଣିବା ବହୁତ ଖରାପ ଅଟେ ।

 

ଜଣାଯାଏ ଯେ ସେହି ଦିନରେ ରଣବୀର କ୍ୟାଟରିନା ଜଣେ ଅନ୍ୟଜଣଙ୍କ ସହ ଡେଟ୍ କରୁଥିଲେ,  ଓ ସଲମାନ ଓ କ୍ୟାଟରିନାଙ୍କ ବ୍ରେକ୍ ଅଫ୍ ହୋଇସାରିଥିଲା , ତାପରେ ଏପରି କିଛି ହେଲା , ରଣବୀରଙ୍କ ଅଲଗା ହୋଇଯାଇଥିଲେ , ସଲମାନଙ୍କ ନାଁ ଏବେ କାହା ସହ ଯୋଡାଯାଇନାହିଁ , ଗତ ଦିନରେ ସଲମାଙ୍କ ସହ କ୍ୟାଟରିନାଙ୍କ ଫଟୋ ସାମନାକୁ ଆସିଥିଲା , ଓ ଏହାକୁ ଲୋକେ ଶାଶୁ ଓ ବୋହୁର ଯୋଡି ବୋଲି କହିଥିଲେ , ତାପରେ ସଲମାନ ଓ କ୍ୟାଟରିନା ଭଲ ବନ୍ଧୁ ଅଟନ୍ତି , ଓ ବହୁତ ଜଲଦି ଭାରତ ଫିଲ୍ମରେ ଦେଖାଯିବେ ।

Leave a Reply

Your email address will not be published. Required fields are marked *